Browsing Tag

Additional Commissioner

ଭିଜିଲାନ୍ସ ଜାଲରେ ଜିଏସଟିର ଅତିରିକ୍ତ କମିଶନର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢାଉ

କଟକ (କେନ୍ୟୁଜ): GST ଅଧିକାରୀଙ୍କ ଅମାପ ସମ୍ପତ୍ତି । କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ଟଙ୍କାର ସମ୍ପତ୍ତି ଠାବ ହୋଇଛି । ମାଳ ମାଳ କୋଠା ଓ ଜମି । କଟକର CT ଓ GST ଅତିରିକ୍ତ କମିଶନର ପୀୟୂଷକାନ୍ତ ପାଣିଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା । ଭୁବନେଶ୍ୱରର ପ୍ରାଇମ୍‌ ଲୋକେସନରେ…