କୃଷି ଋଣ ଉପରେ ଆରବିଆଇର ବଡ଼ ଘୋଷଣା, ଜାନୁଆରୀ ପହିଲାରୁ ଚାଷୀଙ୍କୁ ମିଳିବ ୨ଲକ୍ଷ ଟଙ୍କାର ବନ୍ଧକମୁକ୍ତ ଋଣ
ନୂଆଦିଲ୍ଲୀ : ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଭାରତୀୟ ରିଜର୍ଭ ବ୍ୟଙ୍କ୍ (ଆରବିଆଇ) ବନ୍ଧକମୁକ୍ତ କୃଷି ଋଣ ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି । ଏହା ଆସନ୍ତା ବର୍ଷ ଜାନୁଆରୀ ୧ରୁ କାର୍ଯ୍ୟକାରୀ ହେବ । କୃଷି କ୍ଷେତ୍ରରେ ବଡ଼ୁଥିବା ଖର୍ଚ୍ଚ ଏବଂ କ୍ଷୁଦ୍ର ଚାଷୀଙ୍କୁ ଆର୍ଥିକ…