Browsing Tag

aids vaccine

କେବଳ ଗୋଟିଏ ଟିକାରେ ଏଡ୍ସ ହେବ ଶେଷ, ମେଡିକାଲ ସାଇନ୍ସରେ ବଡ଼ ସଫଳତା

ତେଲଅବିବ୍‌ : ଏଡ୍ସ କଥା ଉଠିଲେ ମନରେ ଭୟ ଓ ଆତଙ୍କ ସୃଷ୍ଟି ହୁଏ । ଥରେ ଏହି ରୋଗରେ ସଂକ୍ରମିତ ହେଲେ ବଞ୍ଚିବା ଅସମ୍ଭବ । ହେଲେ ଏବେ ଆଉ ଭୟ କରିବାର ନାହିଁ । ଏଡ୍ସ ନିରାକରଣ ନେଇ ଆସିଛି ଖୁସି ଖବର । ଚିକିତ୍ସା ହୋଇପାରିବ ଏଡ୍ସ ରୋଗ । ଏଥିପାଇଁ ବୈଜ୍ଞାନିକମାନେ ବାହାର କରିଛନ୍ତି ଟିକା ।…