ଆଜିଠୁ ଆରମ୍ଭ ହେଲା Amazon Happiness Days, କମ୍ ଟଙ୍କାରେ କିଣନ୍ତୁ iPhone ଓ ଅନ୍ୟ ସ୍ମାର୍ଟଫୋନ
ଆପଣ ଯଦି କମ୍ ଟଙ୍କାରେ iPhone କିମ୍ଵା ଅନ୍ୟ କୌଣସି ଫୋନ୍ କିଣିବାକୁ ଇଚ୍ଛା କରୁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ବେଷ୍ଟ ଅଫର।
ଆମାଜନ ଆଣିଛି Amazon Extra Happiness Days। ଏହି ଅଫରରେ ଉପଭୋକ୍ତାମାନେ ଅନ୍ୟ ବ୍ରାଣ୍ଡ ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି, ଲାପଟପ୍ ଏବଂ ଆଇଫୋନ୍ ସହିତ…