Browsing Tag

Ambulance hit by truck

ଟ୍ରକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ, ରୋଗୀ ମୃତ

ଚୌଦ୍ୱାର (କେନ୍ୟୁଜ):  ଟ୍ରକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ରୋଗୀ ମୃତ । ଟାଙ୍ଗୀ ବନ୍ଦାଳ ନିକଟରେ ଏକ ଟ୍ରକ ପଛକୁ ୧୦୮ ଆମ୍ବୁଲାନ୍ସ ଧକ୍କା ଦେଇଛି । ଆମ୍ବୁଲାନ୍ସଟି ରୋଗୀ ନେଇ ମୟୁରଭଞ୍ଜରୁ ଏସସିବି ମେଡିକାଲକୁ ଆସୁଥିଲା । ଦୁର୍ଘଟଣାରେ ରୋଗୀଟିର ମୃତ୍ୟୁ ଘଟିଥିବାବେଳେ ଆମ୍ବୁଲାନ୍ସ…