Browsing Tag

annakonda

ନନ୍ଦନକାନନ ଇତିହାସରେ ପ୍ରଥମ, ଜନ୍ମ ନେଲା ଏକ ହଳଦିଆ ଆନାକୋଣ୍ଡା ଶାବକ

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର ସ୍ଥିତ ପ୍ରାଣୀ ଉଦ୍ୟାନରେ ଥିବା ସରୀସୃପ ଉଦ୍ୟାନରେ ଏକ ଅଦ୍ଭୁତ ଘଟଣା ଘଟିଛି । ଏଠାରେ ଏକ ହଳଦିଆ ଆନାକୋଣ୍ଡା ସାପ ଏକ ଶାବକକୁ ଜନ୍ମ ଦେଇଛି । ଆଉ ସବୁଠୁ ଖାସ କଥା ହେଉଛି ନନ୍ଦନକାନନ ଇତିହାସରେ ଏପରି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।…