Browsing Tag

aradhya created record

ଓଡ଼ିଆ ଝିଅର ଦମ୍‌, ୯ ବର୍ଷ ବୟସର ଆରାଧ୍ୟା ୬ ଦିନରେ ଚଢ଼ିଲେ ୬ଟି ଗିରିଶୃଙ୍ଗ

ଭୁବନେଶ୍ୱର : ନଅ ବର୍ଷର ଓଡ଼ିଆ ଝିଅର କମାଲ । ଯିଏ କି ଛଅ ଦିନ ଭିତରେ ୬ଟି ପର୍ବତ ଶୃଙ୍ଗରେ ପାଦ ଦେଇ ଏକ ରେକର୍ଡ଼ ସୃଷ୍ଟି କରିଛନ୍ତି । ସେ ହେଉଛନ୍ତି ଅରାଧ୍ୟା ଜେନା । ଗତ ୧୭ରୁ ୨୨ ତାରିଖ ଭିତରେ ଆରାଧ୍ୟା ଏହି ଦୁଃସାହସିକ ଟ୍ରେକିଂ କରିଛନ୍ତି । ଆରାଧ୍ୟା ହେଉଛନ୍ତି ପର୍ବତାରୋହଣକାରୀ…