Browsing Tag

arun govil

ଚମ୍ପୁଆରେ ଶ୍ରୀରାମ, ବିଜେପି ପାଇଁ ପ୍ରଚାର କରିଛନ୍ତି ଅରୁଣ ଗୋଭିଲ

କେଉଁଝର(କେନ୍ୟୁଜ୍‌): ଚମ୍ପୁଆରେ ଶ୍ରୀରାମ । ବିଜେପି ପାଇଁ ପ୍ରଚାର କରିଛନ୍ତି ଟିଭି ଧାରାବାହିକ ରାମାୟଣର ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ । ଚମ୍ପୁଆ ନେହେରୁ ଷ୍ଟାଡିୟମରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶ ସଭାକୁ ସମ୍ବୋଧନ କରିଥିଲେ । ପ୍ରଶଂସକମାନେ ତାଙ୍କୁ ଫୁଲ ମାଳ…

ଆଜି ଓଡ଼ିଶା ଆସୁଛନ୍ତି ସ୍ମୃତି ଇରାନୀ ଓ ଅରୁଣ ଗୋଭିଲ, ବିଜେପି ନେତାଙ୍କ ପାଇଁ ଭୋଟ୍ ମାଗିବେ

ଭୁବନେଶ୍ୱର : ବିଜେପି ଫୋକସରେ ଓଡ଼ିଶା । ଭୋଟ ହାତେଇବାକୁ ଝାଳବୁହା କ୍ୟାମ୍ପେନ ଚଳାଇଛନ୍ତି କେନ୍ଦ୍ରୀୟ ନେତା । ଜଣଙ୍କ ପରେ ଜଣେ ମୁଖ୍ୟମନ୍ତ୍ରୀ , କେନ୍ଦ୍ରମନ୍ତ୍ରୀ ଓ ଷ୍ଟାର ପ୍ରଚାରକଙ୍କୁ ଓଡ଼ିଶା ପଠାଇ ଭୋଟ ହାତେଇବାକୁ କରିଛି ବଡ଼ ପ୍ଲାନ । ଆଜି ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ…

ଅରୁଣ ଗୋଭିଲଙ୍କ ରୋଡ୍‌ ଶୋ’ରେ ଚୋରି; ପର୍ସ, ମୋବାଇଲ୍‌ ଫୋନ୍‌ ସହ ୩୬,୦୦୦ ଟଙ୍କା ନେଇଗଲେ ଚୋର

ନିର୍ବାଚନ ପ୍ରଚାର ରାଲିରେ ଚୋରି । ଉତ୍ତର ପ୍ରଦେଶର ମେରଟରେ ବିଜେପି ପ୍ରାର୍ଥୀ ଅରୁଣ ଗୋଭିଲଙ୍କ ରୋଡ୍ ଶୋ’ ବେଳେ ପକେଟ୍‌ ଖାଲି କରିଦେଲେ ଚୋର । ୧୦ରୁ ଅଧିକ ଲୋକଙ୍କ ପର୍ସ, ମୋବାଇଲ୍ ଫୋନ୍‌ ସହ ୩୬,୦୦୦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଲୋକେ ଥାନାରେ ପହଞ୍ଚି ଅଭିଯୋଗ କରିବା…

ଆଜି ଟିଭିକୁ ଫେରୁଛି ଲୋକପ୍ରିୟ ଧାରାବାହିକ ‘ରାମାୟଣ’, ପୁରୁଣା ସ୍ମୃତିକୁ ମନେପକାଇଲେ ଅରୁଣ ଗୋଭିଲ୍

ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ହିନ୍ଦୀ ଟିଭି ଶୋ 'ରାମାୟଣ' ସୋମବାର (ଜୁଲାଇ ୩) ରୁ ଟେଲିଭିଜନରେ ଫେରିବାକୁ ଯାଉଥିବା ବେଳେ, ଏହା ସେମାରୁ ଟିଭି ଚ୍ୟାନେଲରେ ସନ୍ଧ୍ୟା ୭ଟା ୩୦ ମିନିଟରେ ପ୍ରସାରଣ ହେବ ।  ତେବେ ଏହି ଧାରାବାହିକରେ ପ୍ରଭୁ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଭେଟେରାନ୍…

ମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ, ଆଜି ଭୁବନେଶ୍ବର ଆସିବେ

ପୁରୀ(କେନ୍ୟୁଜ୍): ପୁରୀ ଆସି ଶ୍ରୀ ମନ୍ଦିରରେ ଶ୍ରୀଜଗନ୍ନାଥ ଦର୍ଶନ କଲେ ଲୋକପ୍ରିୟ ଟେଲିଭିଜନ କଳାକାର ତଥା ଦୁରଦର୍ଶନର ସର୍ବାଧିକ ପ୍ରସାରିତ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ । ଗତକାଲି ସନ୍ଧ୍ୟା ଶ୍ରୀମନ୍ଦିର ପହଞ୍ଚି ଜଗାଦର୍ଶନ କରିବା ସହ ଆଜି ଭୁବନେଶ୍ୱରରେ ହେବାକୁ ଥିବା ଶୁଣ…