Browsing Tag

asam

ଆସାମର ବନ୍ୟା ପରିସ୍ଥିତି ଗମ୍ଭୀର, ଡଙ୍ଗାରେ ବସି ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଆସାମକୁ ବେହାଲ କରିଛି ଅଦିନିଆ ବନ୍ୟା । ପରିସ୍ଥିତି ଗମ୍ଭୀର ରହିଛି । ଡଙ୍ଗାରେ ବସି ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ। ଧିମାଜି ଜିଲ୍ଲା ବିଷ୍ଣୁପୁର ଅଞ୍ଚଳରେ ସ୍କୁଲରେ ପହଞ୍ଚିବାକୁ ଛାତ୍ରଛାତ୍ରୀ ଡଙ୍ଗାରେ ପାର ହେଉଛନ୍ତି। ଡଙ୍ଗାରେ ବହିଖାତା ଧରି ସ୍କୁଲ ଯାଉଛନ୍ତି…