Browsing Tag

ash pond

ଓପିଜିସି କମ୍ପାନୀର ଭାଙ୍ଗିଲା ଆଶ ପଣ୍ଡ, ଆଖପାଖ ଅଞ୍ଚଳରେ ପଶିଲା ପାଉଁଶ ପାଣି

 ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବନହରପାଲି ସ୍ଥିତ OPGC କମ୍ପାନୀର ଭାଙ୍ଗିଲା ଆଶ ପଣ୍ଡ। ଆଜି ସକାଳୁ ୩ନଂ ଆଶ ପଣ୍ଡରେ ୨୦ଫଟରୁ ଉର୍ଦ୍ଧ୍ବ ଘାଇ ହୋଇଥିବା ଦେଖିବାକୁ ମିଳିଛି। ଏହି ଆଶ ପଣ୍ଡର ପାଉଁଶ ପାଣି କୁମାରବନ୍ଧ ଗାଁ ସହିତ ଆଖପାଖ ଅଞ୍ଚଳରେ ପଶି ଯାଇଛି। ଏହାକୁ ଦେଖି ସ୍ଥାନୀୟ ଲୋକେ…