ଆୟୁଷ୍ମାନ ଯୋଜନାର ଆସିଲା ନୂଆ ଅପଡେଟ୍, ବର୍ତ୍ତମାନ୍ ଆପ୍ ମାଧ୍ୟମରେ କରନ୍ତୁ ଆବେଦନ
ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY) ଏକ ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା । ଯାହା ଅଧୀନରେ ଭାରତ ସରକାର ୭୦ ବର୍ଷ ଏବଂ ଅଧିକ ବୟସର ବ୍ୟକ୍ତିମାନଙ୍କ ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କଭର ପ୍ରଦାନ କରନ୍ତି । ଏବେ ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ଉନ୍ନତ…