Below header
Browsing Tag

baal aadhar card

ଏବେ ୫ ବର୍ଷରୁ କମ ପିଲାଙ୍କ ପାଇଁ ମଧ୍ୟ ଜରୁରୀ ଆଧାର କାର୍ଡ, ଅନଲାଇନରେ ଏପରି କରନ୍ତୁ ଆବେଦନ

ଭାରତରେ ପ୍ରତ୍ୟେକଙ୍କ ପାଖେ ଏବେ ଆଧାର କାର୍ଡ। ଜରୁରୀ ଡକ୍ୟୁମେଣ୍ଟ ହୋଇଥିବାରୁ ଏହାକୁ ପାଖରେ ରଖିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହା ନାଗରିକତାର ଏକ ପ୍ରମାଣ ପତ୍ର। ଜାଣି ରଖନ୍ତୁ ଯେ ଲୋକଙ୍କପାଖରେ ଯେଉଁ ଆଧାର କାର୍ଡ ରହିଛି ତାହା ଧଳା ରଙ୍ଗର ହୋଇଥାଏ। କିନ୍ତୁ ଭାରତ ସରକାର ଆଉ ଏକ ଆଧାର…