ସହାୟତାକୁ ଚାହିଁ ବସିଛନ୍ତି ବନ୍ୟା ବିପନ୍ନ ପରିବାର, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛି ପ୍ରଶାସନ
ଯାଯପୁର: ବୈତରଣୀ ନଦୀରେ ଆସିଥିବା ବନ୍ୟା ଛାଡିଯାଇଛି ହେଲେ ବିପନ୍ନଙ୍କୁ ଦେଇଯାଇଛି ଅନେକ ଦୁଃଖ । କାହାର ଚାଷ ଯାଇଛି ତ କାହାର ବାସ । କାହାର ଜୀବନ ଯାଇଛି ତ କାହାର ଜୀବିକା । ଆମେ କହୁଛୁ ଯାଜପୁର ଦଶରଥପୁର ଅଞ୍ଚଳର ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କଥା । ବନ୍ୟା ପରଠାରୁ ବିପନ୍ନମାନେ ଭୋକ…