Browsing Tag

bangalore woman

ବୁକିଂ କ୍ୟାନ୍ସଲ କରିବାରୁ ଟ୍ୟାକ୍ସି ଡ୍ରାଇଭର ମହିଳାଙ୍କୁ ପଠାଇଲେ ଅଶ୍ଳୀଳ ଫଟୋ ଓ ଭିଡିଓ, ପୋଲିସ କଲା ଗିରଫ

ଜଣେ ମହିଳା ଟ୍ୟାକ୍ସି ପାଇଁ କରିଥିବା ବୁକିଂ କ୍ୟାନସଲ କରିବାରୁ ଟ୍ୟାକ୍ସି ଡ୍ରାଇଭରଙ୍କ ଠାରୁ ଅଶ୍ଳୀଳ ଫଟୋ ଓ ଭିଡିଓ ପାଇଥିବା ଅଭିଯୋଗ କରିଛନ୍ତି । ଘଟଣାଟି ଘଟିଛି ବାଙ୍ଗାଲୋର ସହରରେ । ଏହି ୩୨ ବର୍ଷ ବୟସ୍କ ମହିଳା ଜଣକ ସାନ ଝିଅକୁ ସ୍କୁଲରୁ ଆଣିବା ପାଇଁ ଏକ ଟ୍ୟାକ୍ସି ବୁକିଂ କରିଥିଲେ ।…