Browsing Tag

Bangiriposhi

ଘାଟିରେ ଭୟଙ୍କର ଦୁର୍ଘଟଣା, କାର ଉପରେ ଓଲଟିଲା କାଠ ବୋଝେଇ ଟ୍ରକ

ବାଙ୍ଗିରିପୋଷି : ଘାଟିରେ ଭୟଙ୍କର ଦୁର୍ଘଟଣା । କାର ଉପରେ ଓଲଟିଲା କାଠ ବୋଝେଇ ଟ୍ରକ । ୩ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର ହେଲେ ଡ୍ରାଇଭର ଓ ଯାତ୍ରୀ । ମୟୁରଭଞ୍ଜ ଜିଲ୍ଲା ଦ୍ୱାରାଶୁଣି ଘାଟି ୪୯ ନମ୍ବର ଜାତୀୟ ରାଜପଥରେ କାର ଉପରେ ଓଲଟିଲା କାଠ ବୋଝେଇ ଟ୍ରକ l ଚାରି ଜଣ ଯୁବକ କାର…

ବାଙ୍ଗିରିପୋଷିରେ ସଦ୍ୟ ଜନ୍ମିତ ହାତୀଛୁଆର ମୃତ୍ୟୁ, ଘଟଣାସ୍ଥଳରେ ବନ ବିଭାଗର ତଦନ୍ତ

ବାଙ୍ଗିରିପୋଷି: ବାଙ୍ଗିରିପୋଷିରେ ସଦ୍ୟ ଜନ୍ମିତ ହାତୀଛୁଆର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜର ବ୍ରାହ୍ମଣ ଗାଁ ଜଙ୍ଗଲ ନିକଟ ଏକ ବିଲରୁ ହାତୀ ଶାବକର ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଛି ଦିନ ଧରି ଉକ୍ତ ଅଞ୍ଚଳରେ ୯ଟିକିଆ…

ଭାରସାମ୍ୟ ହରାଇ ଫଳ ଦୋକାନକୁ ପଶିଗଲା ଟ୍ରକ, ଜଣେ ମୃତ ଏବଂ ୪ ଆହତ

ବାଙ୍ଗିରିପୋଷି: ଫଳ ଦୋକାନକୁ ପଶିଗଲା ଟ୍ରକ । ଜଣେ ମୃତ, ୪ ଆହତ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ବାମ୍ବେଛକ ବଜାରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ସୁସ୍ମିତା ମହାନ୍ତି । ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ୭ରୁ ଅଧିକ ଦୋକାନ ଘରକୁ…

ପହିଲି ରଜରେ ହତ୍ୟା, ପୁଅର କାଠ ଫାଳିଆ ଆକ୍ରମଣରେ ବାପ ମୃତ

ବାଙ୍ଗିରିପୋଷି : ପୁଅର କାଠ ଫାଳିଆ ମାଡ଼ରେ ବାପ ମୃତ । ଏଭଳି ଘଟଣା ଝାରପୋଖରୀଆ ଥାନା ଅଧୀନ ଦିଗାରୀଶୋଳ ଗାଁରେ ଘଟିଛି । ମୃତକ ଜଣକ ହେଲେ ସେହି ଗାଁର ଜଟିଆ ମୁଣ୍ଢା । ସୂଚନା ଅନୁଯାଇ ଗତ ଗୁରୁବାର ରାତିରେ କୌଣସି କାରଣ ନେଇ ବାପ ପୁଅ ମଧ୍ୟରେ ବଚସା ସହିତ ଝଗଡା ହୋଇଥିଲା । ସେତିକିରେ…

ଘରୋଇ କଳିକୁ ନେଇ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦେବାରେ ରୋଷେୟାଙ୍କ ପାତର ଅନ୍ତର

ବାଙ୍ଗିରିପୋଷି: ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ସ୍କୁଲ ପିଲା । ତାଲା ପକାଇ ବିଦ୍ୟାଳୟ ଘେରାଓ କଲେ ଅଭିଭାବକ । ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଶିର୍ଷା ପ୍ରାଥମିକ ବିଦ୍ୟାଳୟରେ ଖାଦ୍ୟ ବଣ୍ଟନରେ ରୋଷେୟାଙ୍କ ପାତର ଅନ୍ତର ନିତିକୁ ନେଇ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ରୋଷେଇ ଘରେ ତାଲା…

ଶିକ୍ଷକଙ୍କ ବଦଳିକୁ ନେଇ ବିଦ୍ୟାଳୟ ଗେଟରେ ତାଲା ମାରି ଧାରଣା ଦେଲେ ଛାତ୍ରୀ ଓ ଅଭିଭାବକ

ମୟୁରଭଞ୍ଜ: ସ୍କୁଲ ସାମ୍ନାରେ ହୋହାଲ୍ଲା ପାଟିତୁଣ୍ଡ । ସକୁଲ୍ ଗେଟରେ ତାଲା ପକାଇଲେ ଛାତ୍ରୀ ଓ ଅଭିଭାବକ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ବଦଳି ହୋଇପାରିବେନି ଶିକ୍ଷକ । ବିଦ୍ୟାଳୟରେ ଶିକ୍ଷକ ସଂଖ୍ୟା କମ ଓ ବଦଳିକୁ ନେଇ ଅଭିଭାବକ ଓ ସ୍କୁଲ ପିଲାଙ୍କ ଅସନ୍ତୋଷ । ରାସ୍ତାରେ ବସିଲେ ଓ ବଦଳି…

ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଓ ଆଦିବାସୀ ରିସର୍ଚ୍ଚ ସେଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି

ବାଙ୍ଗିରିପୋଷିକୁ ରେଳ ପ୍ରକଳ୍ପ ଭେଟି । ୩ ରେଳପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଡ଼ାମରା-ଚାକୁଳିଆ ରେଳପଥ, ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳପଥର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମହାମହିମ । ଏହି ୩ଟି ରେଳ ଲାଇନ…

କ୍ରିକେଟ ଖେଳ ସାଜିଲା କାଳ, ଲିଭିଗଲା ୩ ଜୀବନ

ବାଙ୍ଗିରିପୋଷି: ପାଣିରେ ବୁଡି ଲିଭିଗଲା ତିନି ନାବାଳଙ୍କ ଜୀବନ । ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ନିକଟ ସୁବର୍ଣରେଖା କେନାଲ ରେ । ଖବର ଅନୁସାରେ ଅପରାହ୍ଣ ସମୟରେ କେନାଲ କଡରେ କ୍ରିକେଟ ଖେଳୁଥିଲେ ଏହି ତିନି ସାଙ୍ଗ । ବଲ ଟି କେନାଲ ଭିତରେ ପଡି ଯାଇଥିଲା ଏହାପରେ ତିନି…

ଗଣେଶ ପୂଜା ଭୋଗ ଖାଇ ୨୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଝାଡା ବାନ୍ତିରେ ଗୁରୁତର

ବାଙ୍ଗିରିପୋଷି : ଗଣେଶ ପୂଜା ପାଇଁ ସବୁଠି ଚଳଚଞ୍ଚଳ ପରିବେଶ । ଆଉ ସମସ୍ତେ ବେଶ୍‌ ଧୁମ୍‌ ଧାମରେ ପୂଜା କରୁଛନ୍ତି । କିନ୍ତୁ ଏହି ଉତ୍ସବମୁଖର ପରିବେଶ ମଧ୍ୟରେ ଘଟିଛି ବଡ଼ ଅଘଟଣ । ପିଲା ଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏବେ ମେଡିକାଲରେ । କାହା ଦେହରେ ସାଲାଇନ୍‌ ଲାଗିଛି ତ କିଏ ବାନ୍ତି କରି…

ଫୁଟୁଥିବା ପାଣି ଢାଳିଦେଲେ ହାବିଲଦାର, ଫାୟାରମ୍ୟାନଙ୍କ ଅବସ୍ଥା ଗୁରୁତର

ମୟୁରଭଞ୍ଜ : ଦର୍ଶକବନ୍ଧୁ ଆପଣମାନେ ଦୈନନ୍ଦିନ ଜୀବନରେ ଛୋଟ କିମ୍ବା ବଡ ଭୁଲ ନିଶ୍ଚୟ କରିଥିବେ । ହେଲେ ଏଭଳି କିଏ ଯଦି କିଛିି ଭୁଲ କରିଥାଏ ତାହେଲେ ଆପଣ ଗାଳି କରିଥିବେ ଆଉ କିଛିଦିନ ପରେ କିମ୍ବା କିଛି ଘଣ୍ଟା ପରେ ତାକୁ କ୍ଷମା କରିଥିବେ ନିଷ୍ଚୟ । ବହୁତ ଲୋକ ଏଭଳି ଅଛନ୍ତି ଯେଉଁମାନେ କି…

ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ

ବାଙ୍ଗିରିପୋଷି(କେନ୍ୟୁଜ୍‌): ଦ୍ୱାରାଶୁଣି ଘାଟିରେ ପୁଣିଥରେ ଦୁର୍ଘଟଣା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରାଶୁଣି ଘାଟିରେ ଅଜଣା ଗାଡି ଧକ୍କାରେ ବାଇକ ଚାଳକର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଘଟଣା ସ୍ଥଳରୁ ବାଇକ ଚାଳକକୁ ମୁର୍ମୁଷୁ ଅବସ୍ଥାରେ ବାଙ୍ଗିରିପୋଷି…

ସରକାରୀ ବିଦ୍ୟାଳୟର ବିକଳ ଚିତ୍ର, ବିନା ଛାତ୍ରଛାତ୍ରୀରେ ଚାଲିଛି ସ୍କୁଲ

ବାଙ୍ଗିରିପୋଷି(କେନ୍ୟୁଜ):- ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା କରୁଛନ୍ତି । ତଥାପି କେଉଁଠି ଶିକ୍ଷକ,କେଉଁଠି ଭିତିଭୂମି, ତ ପୁଣି କେଉଁଠି ସବୁ ଥାଇ ମଧ୍ୟ ଛାତ୍ରଛାତ୍ରୀଙ୍କ ଅଭାବ ଦେଖାଯାଉଛି । ଫଳରେ ଶିକ୍ଷା ବ୍ୟବସ୍ଥାର ସୁଧାର…