ଦେଶର ସବୁଠାରୁ ବଡ଼ ଠକେଇ, ୨୮ଟି ବ୍ୟାଙ୍କକୁ ଚୂନ ଲଗାଇଦେଲା ଜାହାଜ କମ୍ପାନୀ
କେନ୍ୟୁଜ୍(ବ୍ୟୁରୋ): ପୁଣି ବଡ଼ ଧରଣର ବ୍ୟାଙ୍କ ଠକେଇ। ଦେଶର ୨୮ଟି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଏହି ଠକେଇର ଶିକାର ହୋଇଛନ୍ତି। ଗୁଜୁରାଟର ଏକ ଘରୋଇ ଜାହାଜ ନିର୍ମାଣକାରୀ ସଂସ୍ଥା ସିପ୍ୟାଡ୍ ଲିମିଟେଡ ଏହି ଠକେଇ କରିଛି। ଏହା ଭାରତର ସବୁଠୁ ବଡ଼ ବ୍ୟାଙ୍କ ଠକେଇ ବୋଲି କୁହାଯାଉଛି। କମ୍ପାନୀ…