ଜଳେଶ୍ୱରରେ ଅନୁଷ୍ଠିତ ହୋଇଛି ଦେଢ଼ ଶହ ବର୍ଷ ପୁରୁଣା ପ୍ରସିଦ୍ଧ ବାରୁଣୀ ମେଳା, ମହୋତ୍ସବର ମଜା ଉଠାଉଛନ୍ତି ଅନେକ ଲୋକ
ବାଲେଶ୍ୱରର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ରାଜଘାଟ ଠାରେ ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ବାରୁଣୀ ଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ କରୋନା କଟକଣା ପରେ ଅନୁଷ୍ଠିତ ହୋଇଛି ଏହି ଯାତ୍ରା। ଯେଉଁଥିରେ ଯୋଗଦେଇଛନ୍ତି ଅନେକ ଲୋକ। ସୁବର୍ଣ୍ଣରେଖା ନଦୀ କୂଳରେ ଏହି ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଛି।…