Browsing Tag

basketball player

ଓଡ଼ିଶା କ୍ରୀଡ଼ା ଜଗତର ମହାନ ଖେଳାଳି ଅରୂପାନନ୍ଦ ଆଇସିୟୁରେ ଭର୍ତ୍ତି, ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ

ଓଡ଼ିଶା କ୍ରୀଡ଼ା ଜଗତର ଜଣେ ଦକ୍ଷ ଖେଳାଳି ତଥା ମହାନତମ ବାସ୍କେଟବଲ ଖେଳାଳି ଅରୂପାନନ୍ଦ ରାଉତରାୟ ଏବେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସାଧିନ ଅଛନ୍ତି । ତାଙ୍କ ଅବସ୍ଥା ଗମ୍ଭୀର ଥିବା ମଧ୍ୟ ସ୍ଥିର ଥିବା କୁହାଯାଉଛି । ସୂଚନା ମୁତାବକ ଗତ ୫ଦିନ ତଳେ ପାହାଳ ପାଖ ଜୟପୁର…