Below header
Browsing Tag

beef seized

ଗାଡି ଭିତରୁ ଜବତ ହେଲା ଗୋରୁ ମାଂସ, ଘଟଣାରେ ୪ ଅଟକ

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜ ଝାରପୋଖରିଆ ଥାନା ସାରସକଣାରେ ଗୋ ମାଂସ ଜବତ । ଘଟଣାରେ ୪ ଜଣକୁ ଅଟକ ରଖିଛି ପୋଲିସ । ୨ ଜଣ ଗୋ ମାଂସ ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗତକାଲି ରାତି ପ୍ରାୟ ୧୧ ଟା ବେଳେ ସାରସକଣା ମାଉସୀ ବାଡ଼ି ନିକଟରେ ଏକ ଅଟୋରେ ଗୋମାଂସ ନେଇ ୬ ଜଣ…

ଭୁବନେଶ୍ବର ଷ୍ଟେସନରୁ ଜବତ ହେଲା ପ୍ୟାକେଟ ପ୍ୟାକେଟ ଗୋ ମାଂସ, ଡ୍ରାଇଭର ଅଟକ

ଷ୍ଟେସନରୁ ଜବତ ହେଲା ପ୍ୟାକେଟ ପ୍ୟାକେଟ ଗୋ ମାଂସ। ଭୁବନେଶ୍ବର ଷ୍ଟେସନରୁ ଦୁଇଟି ଗୋ ମାଂସ ବୋଝେଇ ଗାଡ଼ିକୁ ଧରି ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକ। ଗାଡ଼ିରୁ ୪୦ରୁ ଊର୍ଦ୍ଧ୍ବ ପ୍ୟାକେଟ ଗୋ ମାଂସ ଜବତ ହୋଇଛି। କଟକ ନିଆଳି ଅଞ୍ଚଳରୁ ଆସି ଭୁବନେଶ୍ବର ରେଳ ଷ୍ଟେସନରେ ପହଞ୍ଚିବା ପରେ…