Below header

ଭୁବନେଶ୍ବର ଷ୍ଟେସନରୁ ଜବତ ହେଲା ପ୍ୟାକେଟ ପ୍ୟାକେଟ ଗୋ ମାଂସ, ଡ୍ରାଇଭର ଅଟକ

ଷ୍ଟେସନରୁ ଜବତ ହେଲା ପ୍ୟାକେଟ ପ୍ୟାକେଟ ଗୋ ମାଂସ। ଭୁବନେଶ୍ବର ଷ୍ଟେସନରୁ ଦୁଇଟି ଗୋ ମାଂସ ବୋଝେଇ ଗାଡ଼ିକୁ ଧରି ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକ। ଗାଡ଼ିରୁ ୪୦ରୁ ଊର୍ଦ୍ଧ୍ବ ପ୍ୟାକେଟ ଗୋ ମାଂସ ଜବତ ହୋଇଛି।

ଷ୍ଟେସନରୁ ଜବତ ହେଲା ପ୍ୟାକେଟ ପ୍ୟାକେଟ ଗୋ ମାଂସ। ଭୁବନେଶ୍ବର ଷ୍ଟେସନରୁ ଦୁଇଟି ଗୋ ମାଂସ ବୋଝେଇ ଗାଡ଼ିକୁ ଧରି ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକ। ଗାଡ଼ିରୁ ୪୦ରୁ ଊର୍ଦ୍ଧ୍ବ ପ୍ୟାକେଟ ଗୋ ମାଂସ ଜବତ ହୋଇଛି।

କଟକ ନିଆଳି ଅଞ୍ଚଳରୁ ଆସି ଭୁବନେଶ୍ବର ରେଳ ଷ୍ଟେସନରେ ପହଞ୍ଚିବା ପରେ ପୂର୍ବରୁ ଜଗି ରହିଥିବା ଗୋ ସେବକମାନେ ଗାଡ଼ିକୁ ଅଟକାଇଥିଲେ। ତେବେ ୨ଜଣ ଚାଲାଣକାରୀ ଫେରାର ହୋଇଯାଇଛନ୍ତି।

ଜିଆରପି ଓ କ୍ୟାପିଟାଲ ଥାନା ପୋଲିସ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ପାର୍ସଲ ଗୁଡ଼ିକ କଟକ, ନିଆଳି, ପିରୀ, ପିପିଲି, ନିମାପଡ଼ା ଓ ଖୋର୍ଧାରୁ ସିକନ୍ଦରାବାଦ ଯାଉଥିଲା। ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.