TISSରେ ଆକାଉଣ୍ଟାଣ୍ଟ ସହିତ ଅନେକ ପଦବୀ ଖାଲି, ମାସକୁ ଦରମା ୭୦ ହଜାର ଟଙ୍କା

ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ ସୋସିଆଲ ସାଇସେନ୍ସରେ ବମ୍ପର ଭର୍ତ୍ତି । ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୧୯ ସେପ୍ଟେମ୍ବର ରହିଛି ।

ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ ସୋସିଆଲ ସାଇସେନ୍ସ ପକ୍ଷରୁ ବମ୍ପର ଭର୍ତ୍ତି । ଇଚ୍ଛୁକ ପ୍ରାର୍ଥୀ ସଂସ୍ଥାର ଅଫିସିଆଲ ସାଇଟକୁ ଯାଇ ଚେକ୍‌ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୯ ସେପ୍ଟେମ୍ବର ୨୦୨୩ ରହିଛି । ଅଧିକ ଜାଣିବା ପାଇଁ tiss.edu କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୧୩

ଆକାଉଣ୍ଟାଣ୍ଟ
ପ୍ରୋଗ୍ରାମ କୋଅର୍ଡିନେଟର

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୯ ସେପ୍ଟେମ୍ବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବୋର୍ଡ/ବିଶ୍ୱବିଦ୍ୟାଳୟରୁ ଇଣ୍ଟରମିଡିଏଟ/ଗ୍ରାଜୁଏସନ/ପିଜି କରିଥିବା ଜରୁରୀ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ଦରମା ମାସିକ ୩୦,୦୦୦ରୁ ୭୦,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ।

କିପରି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ସର୍ଟଲିଷ୍ଟିଂ ପ୍ରକ୍ରିୟା/ବ୍ୟକ୍ତିଗତ ସାକ୍ଷାତକାର/ଲିଖିତ ପରୀକ୍ଷା ଆଧାରରେ ହେବ।

ଇଚ୍ଛୁକ ପ୍ରାର୍ଥୀ ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍‌କୁ ଯାଇ ଚେକ୍‌ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.