Browsing Tag

Tata group

ଶାନ୍ତନୁ କିଏ? ଯାହାଙ୍କ ଠାରୁ ପରିଣତ ବୟସରେ ପରାମର୍ଶ ନେଉଥିଲେ ବିଶିଷ୍ଟ ଶିଳ୍ପପତି ରତନ ଟାଟା

ଟାଟା ଗ୍ରୁପର ଚେୟାର ମ୍ୟାନ ଓ ଭେଟରାନ ଶିଳ୍ପପତି ରତନ ଟାଟାଙ୍କ ର ୮୬ ବୟସରେ ଦେହାନ୍ତ ହୋଇଛି । ସେ ଏଭଳି ଏକ ଶିଳ୍ପପତି ଥିଲେ ଯାହାଙ୍କୁ ଦୁନିଆ ସମ୍ମାନ କରନ୍ତି । କିନ୍ତୁ ଏତେ ବଡ ଶିଳ୍ପପତି ହୋଇକି ମଧ୍ୟ ନିଜ ବୟସ ଠାରୁ ଛୋଟ ଯୁବକ ଶାନ୍ତୁନୁ ଠାରୁ ପରାମର୍ଶ ନେଉଥିଲେ । ଶାନ୍ତୁନୁ ନାଇଡୁ…

ଆଇପିଏଲ ଟାଇଟଲ ସ୍ପନସରସିପ, ୫ ବର୍ଷ ପାଇଁ ରାଇଟସକୁ ୨୫୦୦ କୋଟି ଟଙ୍କାରେ କିଣିଲା ଟାଟା ଗ୍ରୁପ

ଟାଟା ଗ୍ରୁପ ପାଖରେ ପୁଣି ଥରେ ରହିଲା ଆଇପିଏଲ ଟାଇଟଲ ସ୍ପନସରସିପ । ୫ବର୍ଷ ପାଇଁ ରାଇଟସକୁ ୨୫୦୦ କୋଟି ଟଙ୍କାରେ କିଣିଛି ଟାଟା । ୨୦୨୪ରୁ ୨୦୨୮ ପର୍ଯ୍ୟନ୍ତ ଟାଇଟଲ ସ୍ପନସରସିପ ହାସଲ କରିଛି ଟାଟା ଗ୍ରୁପ । ପ୍ରତି ସିଜିନ ପାଇଁ ବିସିସିଆଇ ୫ଶହ କୋଟି ଟଙ୍କା ପାଇବ । ଇତିହାସରେ କୌଣସି ଲିଗ…

ଲାକ୍ଷାଦ୍ୱୀପରେ ଟାଟା ଗ୍ରୁପ ଖୋଲିବ ବିଳାସପୂର୍ଣ୍ଣ ଦୁଇଟି ରିସୋର୍ଟ, ପ୍ରତ୍ୟେକରେ ରହିବ ୧୧୦ଟି ଭିଲ୍ଲା

ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ହୋଇଥିବା ବିବାଦ ଧୀରେ ଧୀରେ ମାଳଦ୍ୱୀପ ପାଇଁ ସମସ୍ୟା ଆଣୁଛି । ଫଳରେ ଲାକ୍ଷାଦ୍ୱୀପ ଲାଇମଲାଇଟକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷାଦ୍ୱୀପ ବୁଲିବା ସମୟରେ ଫଟୋ ଭାଇରଲ ଏବଂ ଭାରତୀୟ ସ୍ଥାନରେ ବୁଲିବାକୁ ଅପିଲ କରିବା ପରେ ମାଳଦ୍ୱୀପ ମନ୍ତ୍ରୀ ମୋଦି…

TISSରେ ଆକାଉଣ୍ଟାଣ୍ଟ ସହିତ ଅନେକ ପଦବୀ ଖାଲି, ମାସକୁ ଦରମା ୭୦ ହଜାର ଟଙ୍କା

ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ ସୋସିଆଲ ସାଇସେନ୍ସ ପକ୍ଷରୁ ବମ୍ପର ଭର୍ତ୍ତି । ଇଚ୍ଛୁକ ପ୍ରାର୍ଥୀ ସଂସ୍ଥାର ଅଫିସିଆଲ ସାଇଟକୁ ଯାଇ ଚେକ୍‌ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୯ ସେପ୍ଟେମ୍ବର ୨୦୨୩ ରହିଛି । ଅଧିକ ଜାଣିବା ପାଇଁ tiss.edu କୁ ଯାଇ ଆବେଦନ କରିପାରିବେ । ପଦବୀ ବିବରଣୀ :…

ଭାରତର ଇସ୍ପାତ ପୁରୁଷ ତଥା ଟାଟା ଷ୍ଟିଲର ପୂର୍ବତନ ଏମଡି ଜାମସେଦ ଜେ ଇରାନୀଙ୍କ ପରଲୋକ

ଟାଟା ଷ୍ଟିଲର ପୂର୍ବତନ ପ୍ରବନ୍ଧକ ନିର୍ଦ୍ଦେଶକ(ଏମଡି) ତଥା ଭାରତର ଷ୍ଟିଲ ମ୍ୟାନ୍‌, ପଦ୍ମଭୂଷଣ ଡ. ଜାମସେଦ ଜେ ଇରାନୀଙ୍କ ପରଲୋକ ହୋଇଛି। ଜାମସେଦପୁର ଟାଟା ମେନ ହସ୍ପିଟାଲ୍ରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଟାଟା ଷ୍ଟିଲ ପକ୍ଷରୁ ଏହି…

ଟାଟା ସନ୍ସ ଜିତିନେଲା ଏୟାର ଇଣ୍ଡିଆ ନିଲାମ, କେବଳ ଔପଚାରିକ ଘୋଷଣା ବାକି

ନୂଆଦିଲ୍ଲୀ : ବିକ୍ରି ହୋଇଗଲା ଏୟାର ଇଣ୍ଡିଆ । ଘରୋଇ ସଂସ୍ଥା ହାତକୁ ଗଲା ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆ । ସରକାର ଡାକିଥିବା ନିଲାମ ପ୍ରକୟିୟାରେ ଟାଟା ସନ୍ସ ନିଲାମ ଜିତିଛି । ଏବେ ଏୟାର ଇଣ୍ଡିଆ ଟାଟା ସନ୍ସ ଅଧୀନକୁ ଯିବ । କେବଳ ଔପଚାରିକ ଭାବେ ଘୋଷଣା ବାକି ରହିଛି । ସିଭିଲ ଏଭିଏସନ…

ଅକ୍ସିଜେନ୍‌ ନେବା ଆଣିବା ପାଇଁ ୨୪ କଣ୍ଟେନର ଆମଦାନୀ କରିବ ଟାଟା ଗ୍ରୁପ୍‌, Oxygen ଅଭାବ ଦୂର କରିବାରେ ମିଳିବ ସହାୟତା

ଟାଟା ଗ୍ରୁପ୍‌ ଲିକ୍ୱିଡ୍‌ ଅକ୍ସିଜେନକୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବା ଆଣିବା କରିବା ପାଇଁ ୨୪ କ୍ରାଇଓଗେନିକ୍‌ କଣ୍ଟେନର୍ସ ଆମଦାନୀ କରିବ। ଏହି କଣ୍ଟେନର୍ସ ଜରିଆରେ ଟାଟା ଗ୍ରୁପ୍‌ ଦେଶରେ ଅକ୍ସିଜେନ୍‌ ସପ୍ଲାଏ କରିବ। ଏଥିରୁ ସାରା ଦେଶରେ ଅକ୍ସିଜେନ୍‌ ଅଭାବକୁ ଦୂର କରିବାରେ ସହାୟତା…

ରିଲାଏନ୍ସ ଏବଂ ଆମାଜନକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ଟାଟା ଗ୍ରୁପ, ଜଲଦି ଲଞ୍ଚ କରିବ ‘Super App ’

ଗତ କିଛିଦିନ ତଳେ ରିଲାଏନ୍ସ ଫେସବୁକ ଏବଂ ମାଇକ୍ରୋସଫ୍ଟ ସହିତ ଡିଲ୍‌ କରିଥିଲା। ତା’ ପରେ ଆମାଜନ ସହିତ ମଧ୍ୟ ଡିଲ୍‌ କରିବାକୁ ଯାଉଛି। ଏବେ ରିପୋର୍ଟ ମୁତାବକ, ସୁପର ଆପ୍ ମାର୍କେଟ ଯୁଦ୍ଧରେ ଟାଟା ଗ୍ରୁପ୍(Tata Group) ପାଦ ଥାପିବା ପାଇଁ ନିଷ୍ପତ୍ତି ନେଇଛି । ପୂର୍ବରୁ ଏହି ମାର୍କେଟରେ…