କେନ୍ଦ୍ରାପଡା ଜିଲ୍ଲାରେ ଚିନ୍ତା ବଢାଇଛି କୁମ୍ଭୀର ଆତଙ୍କ, ଅଢ଼େଇ ମାସରେ ୫୫ ଜଣଙ୍କର ମୃତ୍ୟୁ

କେନ୍ଦ୍ରାପଡା ଜିଲ୍ଲାରେ ଚିନ୍ତା ବଢାଇଛି କୁମ୍ଭୀର ଆତଙ୍କ । ଅଢ଼େଇ ମାସ ମଧ୍ୟରେ କୁମ୍ଭୀର ଆକ୍ରମଣରେ ୫୫ ଜଣଙ୍କର ମୃତ୍ୟୁ ହେଲାଣି। ଯେଉଁଥିପାଇଁ ରାଜନଗର ବନବିଭାଗର ନିଦ ହଜିଯାଇଛି ।

ରାଜନଗର : କେନ୍ଦ୍ରାପଡା ଜିଲ୍ଲାରେ ଚିନ୍ତା ବଢାଇଛି କୁମ୍ଭୀର ଆତଙ୍କ । ଅଢ଼େଇ ମାସ ମଧ୍ୟରେ କୁମ୍ଭୀର ଆକ୍ରମଣରେ ୫୫ ଜଣଙ୍କର ମୃତ୍ୟୁ ହେଲାଣି। ଯେଉଁଥିପାଇଁ ରାଜନଗର ବନବିଭାଗର ନିଦ ହଜିଯାଇଛି ।

ପୂର୍ବରୁ ପୋଷ୍ଟର ବ୍ୟାନର, ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ନଦୀକୂଳିଆ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏବେ ନଦୀ ମଧ୍ୟରେ ବୋଟ୍ ଯୋଗେ ଡାକବାଜି ଯନ୍ତ୍ର ଜରିଆରେ ସଚେତନ କରାଯାଉଛି।  ଏସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ରାଜନଗର ରିପୋର୍ଟର ଦୋଳଗୋବିନ୍ଦ ଜେନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.