ଆଜି ହେଉଛି ପବିତ୍ର ଭାଗବତ ଜନ୍ମ, ଚନ୍ଦ୍ରଗ୍ରହଣ ପାଇଁ ପୂଜା ନୀତିକାନ୍ତିରେ ପରିବର୍ତ୍ତନ
ଆଜି ହେଉଛି ପବିତ୍ର ଭାଗବତ ଜନ୍ମ । ସେଥିପାଇଁ ଗାଁ ଗୁଡିକର ପ୍ରତ୍ୟକ ଭାଗବତ ଟୁଙ୍ଗି ହୋଇ ଉଠିଥାଏ ଉତ୍ସବ ମୁଖର । ଓଡ଼ିଆ ସଂସ୍କୃତିରେ ଭାଗବତର ବିଶେଷ ମହତ୍ୱ ରହିଛି । ଜଗନ୍ନାଥ ଦାସଙ୍କ ଓଡିଆ ଭାଗବତ ଆଜି ଘରେ ଘରେ ପରିଚିତ । ଲୋକଟିଏ ବାଟ ହୁଡିଗଲେ ଏହା ହିଁ ପଥପ୍ରଦର୍ଶକ ହୋଇଯାଏ,…