Browsing Tag

bird flu alert

ବାର୍ଡ ଫ୍ଲୁ ପାଇଁ ସୁରକ୍ଷା ବଳୟ ମଧ୍ୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନ, ଭୟଭୀତ ନ ହେବାକୁ କର୍ତ୍ତୃପକ୍ଷ ସୂଚନା

ଭୁବନେଶ୍ୱର : ରାଜଧାନୀରେ ବ୍ୟାପୁଛି ବାର୍ଡ ଫ୍ଲୁ। ବାର୍ଡ ଫ୍ଲୁ ପାଇଁ ସୁରକ୍ଷା ବଳୟ ମଧ୍ୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନ। ନନ୍ଦନକାନନ ପ୍ରାଣୀଉଦ୍ୟାନରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ନନ୍ଦନକାନନର ଉନ୍ନତି କାର୍ଯ୍ୟ ଚାଲୁ ରହିଥିବାରୁ ପୂର୍ବରୁ ହୋଇଥିବା ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି…

ବାର୍ଡ ଫ୍ଲୁ ସଂକ୍ରମଣ ପାଇଁ ବନ୍ଦ ହେଲା ଦିଲ୍ଲୀ ଚିଡ଼ିଆଖାନା, ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ରହିବ ବନ୍ଦ

ନୂଆଦିଲ୍ଲୀ : ବାର୍ଡ ଫ୍ଲୁ ସଂକ୍ରମଣ ପାଇଁ ବନ୍ଦ ହେଲା ଦିଲ୍ଲୀ ଚିଡ଼ିଆଖାନା । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରହିବ ଚିଡ଼ିଆଖାନା । ଦିଲ୍ଲୀ ନ୍ୟାସନାଲ ଜୁଲୋଜିକାଲ୍ ପାର୍କରେ H5N1 ସଂକ୍ରମଣ ଚିହ୍ନଟ ହେବା ପରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଚିଡ଼ିଆଖାନାକୁ ବନ୍ଦ ରଖିବାକୁ ନିଷ୍ପତ୍ତି…

ଖୋର୍ଦ୍ଧାରେ ବାର୍ଡଫ୍ଲୁ ଚିହ୍ନଟ, ଲୋକେ ଆତଙ୍କିତ

ଖୋର୍ଦ୍ଧା: ଖୋର୍ଦ୍ଧାରେ ବାର୍ଡଫ୍ଲୁ ଚିହ୍ନଟ । ଲୋକେ ଆତଙ୍କିତ । ଖୋର୍ଦ୍ଧା ଜଙ୍କିଆ ମୁଣ୍ଡାଆମ୍ବ ଗାଁରେ ଥିବା ଏକ ଫାର୍ମରେ କୁକୁଡ଼ା ମଡ଼କ ହୋଇଥିଲେ । ପ୍ରାଣୀ ସମ୍ପଦ ପକ୍ଷରୁ ଫାର୍ମରୁ ଯାଇଥିବା ଶ୍ୱାସନାଲି, ମଳଦ୍ୱାର ଓ ମୃତ ନମୁନା ପକ୍ଷୀର ପରେୱାର୍ଡ ଫ୍ଲୁ ପୋସିଟିଭ ଚି଼ହ୍ନଟ ହୋଇଛି ।…

ଡେଲାଙ୍ଗରେ ବାର୍ଡ ଫ୍ଲୁ ଆତଙ୍କ, ଦ୍ବିତୀୟ ଦିନରେ କୁକୁଡ଼ା ମରା ଅଭିଯାନ

ପିପିଲି : ପୁରୀ ଜିଲ୍ଲା ଡେଲାଙ୍ଗରେ ବାର୍ଡ ଫ୍ଲୁ ଆତଙ୍କ । ଦ୍ବିତୀୟ ଦିନରେ କୁକୁଡ଼ା ମରା ଅଭିଯାନ । ଆଜି ଦ୍ୱିତୀୟ ଦିନରେ ୪୩୬୦ କୁକୁଡା କଲିଂ କରାଯିବାର କାର୍ଯ୍ୟକ୍ରମ ରହିଛି l ଡେ଼ଲାଙ୍ଗ ବ୍ଲକ୍ ଡାକପଡ଼ାର ନବକିଶୋର ଖଟେଇଙ୍କ କୁକୁଡା ଫାର୍ମରୁ ଆଜି ଏହି କଲିଂ କରାଯାଉଛି । ଏଥିପାଇଁ ୫ଟି…

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ। ନH5N1 ଆଭିଏନ୍‌ ଇନ୍‌ଫ୍ଲୁଏଞ୍ଜା ଭାଇରସ୍ ପଜିଟିଭ୍ । ଡେଲାଙ୍ଗର ବଡ଼ା ଆଙ୍କୁଲା ଗାଁ ଭାଇରସ୍‌ର ଏପିସେଣ୍ଟର୍ । ଏପିସେଣ୍ଟର୍‌ର ଏକ କିଲୋମିଟର ମଧ୍ୟରେ…

ଆମେରିକାରେ ବଢୁଛି ମହାମାରୀ H5N1 ଭାଇରସ, ଚିକେନ୍ ଖାଇବା ଦ୍ବାରା ବ୍ୟାପୁଛି ସଂକ୍ରମଣ

ଆମେରିକାରେ ବ୍ୟାପୁଛି ଏବିୟନ ଇନଫ୍ଲୁଏଞ୍ଜା ଭାଇରସ୍ । H5N1 ଭଳି ଏକ ପ୍ରକାର ପକ୍ଷୀଠାରୁ ବ୍ୟାପୁଥିବା ଜଣାପଡିଛି । ତେଣୁ ଏହି ଭାଇରସକୁ ବାର୍ଡ ଫ୍ଲୁ ମଧ୍ୟ କୁହାଯାଉଛି । ବର୍ତ୍ତମାନ ଭାଇରସ ବ୍ୟାପିବାକୁ ନେଇ ଆମେରିକାର ଚିନ୍ତାକୁ ବଢାଇଦେଇଛି । ସୂଚନାନୁଯାୟୀ ଏହି ଭାଇରସ ବିଶେଷ କରି ଗାଈ…

ପୁଣି ରାଜ୍ୟକୁ ଫେରିଛି ବାର୍ଡ ଫ୍ଲୁ ଆତଙ୍କ

ପୁରୀ : ପୁଣି ରାଜ୍ୟକୁ ଫେରିଛି ବାର୍ଡ ଫ୍ଲୁ ଆତଙ୍କ ।  ଚିଲିକା କୃଷ୍ଣପ୍ରସାଦରେ ହଜାର ହଜାର କୁକୁଡ଼ା ମଡ଼କ ପରେ ଦେଖା ଦେଇଛି ଏହି ଆତଙ୍କ । ଗତ ୫ ଦିନ ଧରି କୁକୁଡ଼ା ମଡ଼କ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇଛି । ଏପରିକି କିଛି କୁକୁଡ଼ା ଚାଷୀ ଏହି ଖବର ପାଇଲା ପରେ ଚିନ୍ତାରେ…

ନାଳରେ ଭାସୁଛି ବସ୍ତା ବସ୍ତା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା

ଯାଜପୁର: ବାର୍ଡ ଫ୍ଲୁ ଆତଙ୍କ । ତେବେ ଏନେଇ ସବୁ ଜିଲ୍ଲାକୁ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଛି । ଏବେ କିଛିଦିନ ଚିକେନ୍ ନଖାଇବା ଭଲ ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏଭଳି ପରିସ୍ଥିରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ  ଯାହା ବାର୍ଡଫ୍ଲୁକୁ ନେଇ ଲୋକଙ୍କ ଭିତରେ ଆହୁରୀ ଛନକା…

କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଚିହ୍ନଟ: ଚାଲିଛି କୁକୁଡ଼ା ମରା ଅଭିଯାନ, ଲୋକଙ୍କୁ ସଚେତନ କରୁଛନ୍ତି ଅଙ୍ଗନବାଡି କର୍ମୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଆରମ୍ଭ ହୋଇଛି କୁକୁଡ଼ା ।  ଦ୍ବିତୀୟ ଦିନରେ ଚାଲିଛି କୁକୁଡ଼ା ମରା ଅଭିଯାନ। ଗତକିଛି ଦିନ ଧରି କେନ୍ଦ୍ରାପଡ଼ାର ଅଧିକାଂଶ ଅଞ୍ଚଳରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଯିବା ପରେ ପରୀକ୍ଷା ପାଇଁ କୁକୁଡ଼ା ସ୍ବାବ ନମୁନା ପଠାଯାଇଥିଲା । ଡେରାବିଶ…

କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ, ରିପୋର୍ଟ ପଜିଟିଭ୍ ଆସିଥିବା ସିଡିଭିଓଙ୍କ ସୂଚନା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ।  ନମୂନା ପରୀକ୍ଷା ପରେ ସ୍ପଷ୍ଟ ହୋଇଛି । ଡେରାବିଶ ବ୍ଳବର ବାଲିଆ ଏବଂ ଏଣ୍ଡର ପଞ୍ଚାୟତରୁ ଭୋପାଳକୁ ନମୁନା ପଠାଯାଇଥିଲା ।  ରିପୋର୍ଟ ପଜିଟିଭ୍ ଆସିଛି ।  ସିଡିଭିଓ ଏହି ସୂଚନା ଦେଇଛନ୍ତି ।  ତେବେ ବାର୍ଡ ଫ୍ଲୁ ନେଇ ସତର୍କ ରହିବାକୁ ସବୁ…

ଚିନ୍ତା ବଢାଇଛି ବାର୍ଡ ଫ୍ଲୁ : ସ୍ଥିତି ଯାଞ୍ଚ ପାଇଁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର : ରାଜ୍ୟରେ ଚିନ୍ତା ବଢାଇଛି ବାର୍ଡ ଫ୍ଲୁ । ରାଜ୍ୟରେ କଣ ରହିଛି ସ୍ଥିତି ଯାଞ୍ଚ ପାଇଁ ଆଜି କେନ୍ଦ୍ରରୁ ଏକ ଟିମ୍ ଓଡ଼ିଶା ଆସି ବାର୍ଡ ଫ୍ଲୁ ଅଞ୍ଚଳରେ ସମୀକ୍ଷା କରିବେ । ଏହି ବିଶେଷଜ୍ଞ ଦଳ ପୁରୀ ଜିଲ୍ଲାର ସତ୍ୟବାଦୀ, ପିପିଲି, ନିମାପଡା ଓ ଡେଲାଙ୍ଗ ବ୍ଲକରେ ସ୍ଥିତି ଯାଞ୍ଚ କରିବେ…

ବାର୍ଡ ଫ୍ଲୁ ଭୟ : ସ୍ଥିତି ତଦାରଖ କରିବାକୁ ଆସୁଛନ୍ତି କେନ୍ଦ୍ରୀୟ ଦଳ

ପିପିଲି: କୁକୁଡ଼ା ମରା ଅଭିଯାନର ଆଜି ତୃତିୟ ଦିନ । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକରେ ଚାଲିଛି କୁକୁଡା ମରା ଭପିଯାନ । ଆଜି ଘରେ ପାଳିତ କୁକୁଡ଼ା ଗୁଡିକୁ ମରା ଯାଉଛି । ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରର ଅତିରିକ୍ତ ଚିକିତ୍ସାଧିକାରୀ ମାନେ ଏଥିରେ ସାମିଲ ଅଛନ୍ତି ।…