ମା’ ବୋଇତରାଣୀ ଠାକୁରାଣୀ ପୀଠରେ ଚାଲିଛି ସପ୍ତସତୀ ମହା ବିଶ୍ୱଶାନ୍ତି ମହାଯଜ୍ଞ
ଟାଙ୍ଗୀ: ଘଞ୍ଚ ଅରଣ୍ୟରେ ବାସ କରନ୍ତି ମା’ ବୋଇତରାଣୀ ଠାକୁରାଣୀ । କିନ୍ତୁ ବିପଦ ପଡିଲେ ଗାଁ ଠାରୁ ସହରର ଭକ୍ତ ଶ୍ରଦ୍ଧାଳୁମାନେ ମା’ଙ୍କ ଆଶିଷ ପାଇଁ ଘଞ୍ଚ ଅରଣ୍ୟକୁ ଧାଇଁ ଆସନ୍ତି । କାହିଁକି ନା ମା’ଙ୍କ ଆଶିଷ ମିଳିଲେ ସବୁ ଦୁଃଖ କଷ୍ଟ କ୍ଷଣିକରେ ଦୂର ହୋଇଯାଏ । ଏଭଳି ଆସ୍ଥା ଓ ବିଶ୍ୱାସକୁ…