Below header
Browsing Tag

bitter melon

କି ପିତା ଲୋ…ଏମିତି କହି ନାକ ଟେକୁଥିବା ଲୋକେ ଚିନ୍ତା କରନ୍ତୁ ନାହିଁ; କଲରାର ପିତାପଣ ଦୂର କରିବ ଏହି ସବୁ ଘରୋଇ ଟିପ୍ସ

କଲରା ଏମିତି ଏକ ପରିବା, ଯାହାର ନାଁ ଶୁଣୁ ଶୁଣୁ ଲୋକଙ୍କ ମୁହଁରେ ପିତାପଣ ଆସି ଯାଇଥାଏ। ପିଲା ତ ପିଲା, ବଡ଼ ଲୋକ ବି କଲରା ଖାଇବାକୁ ନାକ ଟେକନ୍ତି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ, ଅନେକ ଲୋକଙ୍କୁ କଲରା ଖୁବ୍‌ ଭଲ ଲାଗିଥାଏ। ଏପରି କି, କଲରା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ।…