ରିଲିଜ ହେଲା କାଲା ହରିଣ ଫିଲ୍ମର ପ୍ରଥମ ପୋଷ୍ଟର, ଜୁନ୍ ୨୦ରେ ଆସିବ ଟିଜର
ସଲମାନ ଖାନ କୃଷ୍ଣସାର ମୃଗ ଶିକାରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଯାହାକୁ ନେଇ କିଛିଦିନ ହେଲାଣି, ତାଙ୍କ ସୁରକ୍ଷା ବଢାଇ ଦିଆଯାଇଥିଲା । ଲଗାତାର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗରୁ ଧମକ ମିଳୁଛି । ସଲମାନଙ୍କ ଘର ବାହାରେ ମଧ୍ୟ ଫାୟାରିଂ ହୋଇସାରିଛି । ଏବେ ଏହାକୁ ନେଇ ଫିଲ୍ମ ତିଆରି…