Below header

ମାନବିକତା ଦେଖାଇଲେ ପୋଲିସ ବାବୁ, ଦୁର୍ଘଟଣାରେ ଆହତ ହୋଇ ରାସ୍ତାକଡ଼ରେ ପଡ଼ିଥିବା କୃଷ୍ଣସାର ମୃଗକୁ ଚିକିତ୍ସା କଲେ

କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଆହତ ହୋଇ ରାସ୍ତା କଡ଼ରେ ପଡ଼ିରହିଥିଲା କୃଷ୍ଣସାର ମୃଗ। ସେହି ରାସ୍ତା ଦେଇ କରଞ୍ଜିଆ ପୋଲିସ ଟିମ୍‌ ପାଟ୍ରୋଲିଂ କରୁଥିବାବେଳେ ଆହତ ଅବସ୍ଥାରେ ମୃଗଟିକୁ ଦେଖିଥିଲେ। ତାକୁ ତୁରନ୍ତ ଉଦ୍ଧାର କରି ପଶୁ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ।

ଭଞ୍ଜନଗର(କେନ୍ୟୁଜ୍): ମାନବିକତା ଦେଖାଇଲେ ପୋଲିସ ବାବୁ। ଦୁର୍ଘଟଣାରେ ଆହତ ହୋଇ ରାସ୍ତାକଡ଼ରେ ପଡ଼ି ଛଟପଟ ହେଉଥିବା କୃଷ୍ଣସାର ମୃଗକୁ ଉଦ୍ଧାର କଲା କବିସୂର୍ଯ୍ୟନଗର ପୋଲିସ ଟିମ୍‌। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଆହତ ହୋଇ ରାସ୍ତା କଡ଼ରେ ପଡ଼ିରହିଥିଲା କୃଷ୍ଣସାର ମୃଗ। ସେହି ରାସ୍ତା ଦେଇ କରଞ୍ଜିଆ ପୋଲିସ ଟିମ୍‌ ପାଟ୍ରୋଲିଂ କରୁଥିବାବେଳେ ଆହତ ଅବସ୍ଥାରେ ମୃଗଟିକୁ ଦେଖିଥିଲେ। ତାକୁ ତୁରନ୍ତ ଉଦ୍ଧାର କରି ପଶୁ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ଏହାପରେ ମୃଗଟିକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.