ବିଇଡି ପଢିବା ପାଇଁ କିଡନୀ ବିକିବେ ଦୃଷ୍ଟିହୀନ ଛାତ୍ର, ଅର୍ଥ ସାଜିଛି ବାଧକ
ସମ୍ବଲପୁର: ଅନେକ ପିଲା ଅଛନ୍ତି ଯେଉଁମାନଙ୍କର ପାଠ ପଢ଼ିବା ପାଇଁ ବହୁତ ଇଚ୍ଛା ଥାଏ । କିନ୍ତୁ ଦଇବ ଯେତେବେଳେ ଦାଉ ସାଜେ ସେତେବେଳେ ପାଠ ପଢ଼ିବା ତ ଦୂରର କଥା ଖାଇବାକୁ ଦି ମୁଠା ଦାନା ମିଳେନି । ଜଣେ ଛାତ୍ରଙ୍କର ପାଠ ପଢ଼ିବା ପାଇଁ ବହୁତ ଆଗ୍ରହ କିନ୍ତୁ ତାଙ୍କ ପାଇଁ ଅର୍ଥ ସାଜିଛି ବାଧକ ।…