ବରପାଲି ପଡାରେ ଆବିର୍ଭାବ ହୋଇଛନ୍ତି ଦେବ ଦେବ ମହାଦେବ, ମାଟି ତଳୁ ବାହାରିଛନ୍ତି ଶିବ ଲିଙ୍ଗ
ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠୁଛି ସମଗ୍ର ଅଞ୍ଚଳ । ଧୂପ, ଦୀପର ବାସ୍ନାରେ ମହକୁଛି ପୁରା ପରିବେଶ । ଘର ଆଗରେ ରୁଣ୍ଡ ହୋଇଛନ୍ତି ଲୋକେ । ଏ ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ଏଠି କଣ ହୋଇଛି ବୋଲି ପଚରା ପଚରି ଚାଲିଥାଏ । ତା’ପରେ ଜଣା ପଡ଼ିଥିଲା ଘଟଣା କଣ ?
କଙ୍କ୍ରିଟ୍ ଘର…