Browsing Tag

boat overturned

ମାଛ ଧରି ଫେରୁଥିବା ବେଳେ ମଝି ସମୁଦ୍ରରେ ଓଲଟିଲା ବୋଟ, ଜଣେ ମୃତ

ବାଲେଶ୍ୱର (କେନ୍ୟୁଜ): ମଝି ସମୁଦ୍ରରେ ବୋଟ ଓଲଟି ଜଣେ ମୃତ। ସୁରକ୍ଷିତ ଭାବେ ଉଦ୍ଧାର ହେଲେ ୬ ଧୀବର। ବାଲେଶ୍ୱର ଜିଲ୍ଲା କଷାଫଳ ମୁହାଣରେ ଅଘଟଣ। ଗଭୀର ସମୁଦ୍ରରୁ ଧୀବରମାନେ ମାଛ ମାରି ଫେରୁ ଥିବା ବେଳେ ଉଚ୍ଚ ଜୁଆର ଯୋଗୁଁ ଡଙ୍ଗା ବୁଡ଼ିଯାଇଥିଲା। ଉଚ୍ଚ ଜୁଆରରେ ଡଙ୍ଗା ଓଲଟିବାରୁ…