Browsing Tag

bodies recovered

୧୨ ଘଣ୍ଟା ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ, ନିର୍ମାଣଧିନ ବ୍ରିଜରେ ମାଟି ଭୁଶୁଡି ପୋତି ହୋଇଯାଇଥିଲେ ଦମ୍ପତି

ବାଲିଗୁଡା: ୧୨ ଘଣ୍ଟା ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ । ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର କଲା ରେସକ୍ୟୁ ଟିମ୍ । ଗତକାଲି କନ୍ଧମାଳ ଜିଲ୍ଲା ବାଲିଗୁଡା କଟାରିସାହି ନିକଟରେ ଥିବା ଜାଡାବାନ୍ଦା ଘାଟରେ ନିର୍ମାଣଧିନ ବ୍ରିଜରେ ମାଟି ଭୁଶୁଡି ପୋତି ହୋଇଯାଇଥିଲେ ଦମ୍ପତି । ଗତକାଲି…

ପାଇପଲାଇନ ରାସ୍ତା କଡ଼ରୁ ୨ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ତାଳଚେର: ଦୁଇ ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ! । ତାଳଚେର ଲିଙ୍ଗରାକଟା ଗାଁ ଦେଇଯାଇଥିବା ପାଇପଲାଇନ ରାସ୍ତାକଡ଼ରୁ ୨ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେମାନଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଜଣେ ଲିଙ୍ଗରାକଟା ଗାଁର ଓମ ପରିଡା ହୋଇଥିବା…

ନୟାଗଡ଼ରେ ଚାଞ୍ଚଲ୍ୟ : ବନ୍ଦଘରୁ ବାପଝିଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ନୟାଗଡ଼: ବନ୍ଦଘରୁ ବାପଝିଅଙ୍କ ମୃତଦେହ ଉଦ୍ଧାର। ନୟାଗଡ଼ରୁ ଆସିଛି ଏହି ଦୁଃଖଦ ଖବର। ଗୋଟିଏ ରୁମ୍ ରେ ପଡ଼ିରହିଛି ବାପା ଝିଅଙ୍କ ମୃତଦେହ। ଝିଅକୁ ବିଷାକ୍ତ ଖାଦ୍ୟ ଖୁଆଇ ହତ୍ୟା କରିବା ପରେ ବାପା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ନୟାଗଡ଼ ସହରର ଦେବୋତ୍ତର ଲେନ୍ ୪ ଅଞ୍ଚଳରେ ଏଭଳି…

ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଯାଜପୁର (କେନ୍ୟୁଜ): ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର । ଯାଜପୁର୍‌ ରୋଡ ଟମକା ଥାନା ଅନ୍ତର୍ଗତ ରଥପଦା ଛକ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି। ହତ୍ୟା ସନ୍ଦେହରେ ଟମକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ମୃତକଙ୍କ ପରିଚୟ ମିଳିନଥିବା ବେଳେ ଟମ୍‌କା ଥାନା…

ଜଙ୍ଗଲରୁ ଉଦ୍ଧାର ହେଲା ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ: ପରିଚୟ ଅସ୍ପଷ୍ଟ

ସୁବର୍ଣ୍ଣପୁର (କେନ୍ୟୁଜ): ଜଙ୍ଗଲରେ ପଡ଼ିଛି ୨ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଦୀପପାଲି ଜଙ୍ଗଲରୁ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ମିଳିଛି । ମୃତକଙ୍କ ପରିଚୟ ମିଳିନାହିଁ । ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ଦୁଇରୁ ୩ଦିନ ତଳେ ମୃତ୍ୟୁ ହୋଇଥିବା…