ଡାକ୍ତରଙ୍କ ନିଆରା ପ୍ରୟାସ, ପ୍ରଥମ ଥର ପାଇଁ ଆଇବ୍ରୋ ମାଧ୍ୟମରେ ହେଲା ବ୍ରେନ୍ ଟ୍ୟୁମର ସର୍ଜରୀ
ଚିକିତ୍ସା ବିଜ୍ଞାନରେ ନୂଆ ନୂଆ ଉପାୟକୁ ଆପଣା ଯାଉଛି । ରୋଗୀ କୌଣସି ରୋଗରେ ପିଡ଼ିତ ହେଲେ କିପରି ସହଜରେ ଚିକିତ୍ସା କରିହେବ, ସେଥିପାଇଁ ଡାକ୍ତରମାନେ ପ୍ରାଣପଣେ ଚେଷ୍ଟା ବି କରନ୍ତି । ତେବେ ନିକଟରେ ନ୍ୟୁରୋ ସର୍ଜନଙ୍କ ଏକ ଟିମ୍ ଚିକିତ୍ସା କ୍ଷେତ୍ରରେ ଏପରି ସଫଳତା ଆଣିଛନ୍ତି, ଯାହା ସାରା…