Browsing Tag

brother death

ସାନ ଭାଇକୁ ସାପ କାମୁଡ଼ିଦେଲା ବୋଲି ବଡ଼ ଭଉଣୀ ଜୀବନ ହାରିଦେଲା

ସାନ ଭାଇକୁ ସାପ କାମୁଡ଼ିଦେଲା ବୋଲି ବଡ଼ ଭଉଣୀ ଜୀବନ ହାରିଦେଲା । ମା' କ୍ଷେତକୁ ଯାଇଥିଲେ ଆସି ଦେଖିଲା ବେଳକୁ ବଡ଼ ଝିଅ ଆଉ ନାହାନ୍ତି । ହାତରେ ବଡ଼ ବଡ଼ ଅକ୍ଷର ଲେଖା ହୋଇଛି କି ଅଭିଷେକଙ୍କ ପାଖରେ ମୋତେ ଦାହ କରିଦିଅ । ଜମା ଟେନସନ୍ ନିଅ ନାହିଁ...', ଭାଇର ମୃତ୍ୟୁ ପରେ ଭଉଣୀ ହାତରେ…

ରାକ୍ଷୀରେ ଦୁନିଆ ଛାଡ଼ି ଚାଲିଗଲା ଭାଇ, କାନ୍ଦି କାନ୍ଦି ବେହାଲ ଭଉଣୀ

ଭୁବନେଶ୍ୱର: ଭାଇ ତୋ ହାତରେ ଏଥର ରାକ୍ଷୀ ବାନ୍ଧିଲେ ମୋତେ ଗୋଟିଏ ଭଲ ଡ୍ରେସ ଦେବୁ, ଆଉ ଗୋଡ଼କୁ ପାଉଁଜି ହଳେ ଆଣିବୁ । କ'ଣ ମୋ କଥା ଶୁଣି ପାରୁନୁ । ନା ତୁ କାହିଁକି ଶୁଣିବୁ ତୋତେ ଦେବାକୁ ପଡିବ ବୋଲି ତ କୁଆଡେ ପଳାଇ ଗଲୁ । ଏହି ଭଳି କହି ମାଆକୁ ଜାବୁଡି ଧରି କାନ୍ଦୁଛି ଭଉଣୀ । ରାତି ପାହି…

ଜଣଙ୍କ ପରେ ଜଣେ, ଚାଲିଗଲେ ଦୁଇଭାଇ ଶୋକସାଗରରେ ଭସେଇଦେଇ

ଜଣଙ୍କ ପରେ ଜଣେ ଚାଲିଗଲେ ଆରପାରିକୁ, ଉତ୍ତର ପ୍ରଦେଶର ଲକ୍ଷ୍ନୌର ସରୋଜିନୀ ନଗର ବାନ୍ଥରା ଗାଁରେ, ଚାରି ଦିନ ମଧ୍ୟରେ ଦୁଇ ଭାଇଙ୍କ ମୃତ୍ୟୁ ସମଗ୍ର ପରିବାରକୁ ଅସ୍ଥିର କରିଦେଲା । ସାନ ଭାଇର ହଠାତ୍ ମୃତ୍ୟୁ ବଡ଼ ଭାଇକୁ ଏତେ ମର୍ମାହତ କଲା ଯେ ସେ ନିଜେ ହୃଦଘାତରେ ମୃତ୍ୟୁବରଣ କଲେ । ଭାଇଜଣକ…

ଭଉଣୀ ଘରେ ପହଞ୍ଚିପାରିଲାନି ସାବିତ୍ରୀ ଭାର, ବଜ୍ରାଘାତରେ ଚାଲିଗଲା ଭାଇର ଜୀବନ

ଟାଙ୍ଗୀ: ଦିନକ ପରେ ସାବିତ୍ରୀ । ସଧବା ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିବେ । ଏଥି ପାଇଁ ସମସ୍ତ ବିବାହିତ ମହିଳା ବେଶ ଉତ୍ସାହିତ ଅଛି । ଆମ ଓଡ଼ିଆ ଘରେ ଏହି ଦିନ ବାପା ଘରୁ ଭାର ଆସିବାର ପରମ୍ପରା ରହିଛି । ସାବିତ୍ରୀ ବତ୍ର ପାଇଁ ବାପ ଘରର ଭାର ଯେମିତିକି ଶାଢ଼ି,…

ଅଘଟଣ: ଭାଇ ମୃତ୍ୟୁର ୨ଦିନ ପରେ ଭଉଣୀ ମୃତ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ଜୟପୁର (କେନ୍ୟୁଜ): ଭାଇର ମୃତ୍ୟୁ ପରେ ଭଉଣୀର ସନ୍ଦେହଜନକ ମୃତ୍ୟୁ। ଜୟପୁର ପାରବେଡ଼ା ମହାବୀର ଲାଇନରେ ଅଭାବନୀୟ ଘଟଣା। ୨ଦିନ ତଳେ ମହାବୀର ଲାଇନର ଗଦାଧର ନାୟକଙ୍କ ପୁଅର ମୃତଦେହ ଘର ଛାତ ଉପରୁ ଉଦ୍ଧାର ହୋଇଥିଲା। ଆଜି ଗଦାଧରଙ୍କ ବଡ଼ ଝିଅର ମୃତଦେହ ମଧ୍ୟ ଘର ଛାତ ଉପରୁ ଉଦ୍ଧାର ହୋଇଛି। ତେବେ…