ବୃଦ୍ଧା ଜେଜେ ମା ଭରଷାରେ ୨ ଅନାଥ ଭାଇ ଭଉଣୀ
କଳାହାଣ୍ଡି : ମା’ ଚାଲିଗଲା ପରେ ପଛେ ପଛେ ବାପା ବି ଚାଲିଗଲେ । ବୃଦ୍ଧା ଜେଜେ ମା ଭରଷାରେ ୨ ଅନାଥ ଭାଇ ଭଉଣୀ । ହଁ ଆଜ୍ଞା, ମାକୁ ଜାଣିବା, ଚିହ୍ନିବା ଆଗରୁ ପ୍ରଥମେ ନିଜ ଜନ୍ମ କଲା ମା ଦୁଇ ଛୁଆଙ୍କୁ ଛାଡି ଆରପାରିକୁ ଚାଲିଗଲେ । ମା ନଥିଲେ ବି ବାପା ଉଭୟ ମା ଓ ବାପା ର ସ୍ନେହ ଦେଇ ଦୁଇ…