Browsing Tag

budhei osha

ଆଜିଠୁ ବୁଧେଇ ଓଷା ଆରମ୍ଭ, ସନ୍ତାନ ସନ୍ତତି ମାନଙ୍କ ଶୁଭ ମନାସୀ ମହିଳାମାନେ ନିଷ୍ଠାର ସହ ରଖନ୍ତି ବ୍ରତ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ବୁଧେଇ ଓଷା ବା ବ୍ରତ ଆରମ୍ଭ। ଓଡ଼ିଶାରେ ପାଳନ ହେଉଥିବା ଓଷା ମାନଙ୍କ ମଧ୍ଯରେ ଏହା ଅନ୍ଯତ୍ତମ । ଏହା ଭାଦ୍ରବ ମାସ ପ୍ରତି ବୁଧବାରରେ ପାଳିତ ହୁଏ । ଅନେକ ଗହ୍ମାପୂର୍ଣ୍ଣିମାଠାରୁ ଇନ୍ଦୁପୂର୍ଣ୍ଣିମା ଆଉ କେତେକ ସଂକ୍ରାନ୍ତି ଅନୁଯାୟୀ ଭାଦ୍ରବ ସଂକ୍ରାନ୍ତିରୁ…