Below header
Browsing Tag

bus accident in up

ଦିଲ୍ଲୀ ମେରଟ ଏକ୍ସପ୍ରେସ ହାଇୱେରେ ମର୍ମନ୍ତୁଦ ଦୁର୍ଘଟଣା, ୬ ମୃତ

ସକାଳୁ ଭୟଙ୍କର ଓ ଛାତି ଥରା ଦୁର୍ଘଟଣା ଘଟିଛି । ହାଇୱେରେ ସ୍କୁଲ ବସ୍‌-କାର୍‌ ଧକ୍କାରେ ୬ ଜଣଙ୍କ ପ୍ରାଣ ଚାଲିଯାଇଛି । ଉତ୍ତରପ୍ରଦେଶ ଗାଜିଆବାଦର ଦିଲ୍ଲୀ-ମେରଟ ଏକ୍ସପ୍ରେସ ହାଇୱେରେ ଦୁର୍ଘଟଣା ହୋଇଛି । ସ୍କୁଲ ବସ୍‌ରେ କେହି ଛାତ୍ରଛାତ୍ରୀ ନଥିଲେ ।  ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ରାସ୍ତାରୁ ତଳକୁ ଓଲଟିପଡିଲା ବସ୍‌, ୩ ମୃତ ଏବଂ ୧୮ ଆହତ

ଉତ୍ତରପ୍ରଦେଶର କନ୍ନୋଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ୩ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୮ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ହୋଇଥିବା ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ପୋଲିସ…

ବସ୍‌କୁ ଧକ୍କା ଦେଲା ବସ୍‌: ୯ ଯାତ୍ରୀଙ୍କ ମୃତ୍ୟୁ, ୧୬ ଆହତ

କେନ୍ୟୁଜ୍(ବ୍ୟୁରୋ):  ବସ୍‌କୁ ଧକ୍କା ଦେଲା ବସ୍‌ । ୯ ଯାତ୍ରୀଙ୍କ ମୃତ୍ୟୁ, ୧୬ ଆହତ । ଉତ୍ତର ପ୍ରଦେଶ ପୂର୍ବାଞ୍ଚଳ ଏକ୍ସପ୍ରେସେଓ୍ଵ ରେ ଘଟିଛି  ମର୍ମନ୍ତୁଦ ଦୁର୍ଘଟଣା। ବାରବାଙ୍କୀ ନିକଟରେ ଭୋର ପ୍ରାୟ ୪ଟା ବେଳେ ଦୁର୍ଘଟଣା ଘଟିଥିଲା। ଗୋଟିଏ ଦୁଇ ଥାକିଆ ବସ୍‌ ଛିଡ଼ା ହୋଇଥିବା ବେଳେ ଆଉ…