ଗଞ୍ଜେଇ ଖୋଜୁଖୋଜୁ ବସ୍ରୁ ଯାତ୍ରୀଙ୍କ ନିକଟ ମିଳିଲା ୪ ପେଟି ଟଙ୍କା, ଜଣେ ଅଟକ
କଟକ (କେନ୍ୟୁଜ): ବିପୁଳ ପରିମାଣରେ ଟଙ୍କା ଜବତ। ବସ୍ରୁ ଜଣେ ଯାତ୍ରୀଙ୍କ ନିକଟରୁ ୮୦ ଲକ୍ଷ ଟଙ୍କା ଜବତ ହୋଇଛି। ଚଢ଼ାଉ ବେଳେ ୪ଟି ପ୍ୟାକେଟ ବାହାରିଥିଲା । ଗଞ୍ଜେଇ ଓ ଡ୍ରଗ୍ସ କାରବାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ। ଏଥିରେ ଜଣେ ଅଟକ ହୋଇଛି। କୋଲକାତା ଯାଉଥିବା ଘରୋଇ ବସ୍ରୁ ବିପୁଳ…