Browsing Tag

cbi custody

କୋଲକାତା କାଣ୍ଡ: ୮ ଦିନିଆ ସିବିଆଇ ହେପାଜତକୁ ଗଲେ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ

କୋଲକାତା ଆରଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ କୋର୍ଟରୁ ମିଳିଛି ବଡ଼ ଝଟ୍‌କା । ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । କୋର୍ଟ ଆଜି ତାଙ୍କୁ ୮ ଦିନିଆ ସିବିଆଇ ହେପାଜତକୁ ପଠାଇଛନ୍ତି । କୋର୍ଟରେ ୧୦ ଦିନର…

କୋଲକତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା : ପହଞ୍ଚିଲା ସିବିଆଇ ଟିମ୍‌, ଅଭିଯୁକ୍ତ ସଂଜୟକୁ ହେପାଜତକୁ ନେଲା

କୋଲକତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ କ୍ରାଇମ ସ୍ପଟ ଯାଇ ଦାୟିତ୍ୱ ନେଇଛି ସିବିଆଇ । ସିବିଆଇର ସ୍ପେଶାଲ ଟିମ୍‌ ପଶ୍ଚିମବଙ୍ଗରେ ପହଞ୍ଚିଛି । ସିବିଆଇକୁ ତଦନ୍ତ ଦାୟିତ୍ବ ହସ୍ତାନ୍ତର କରିଛି ପୋଲିସ । ମାମଲାରେ ଜବତ ଜିନିଷପତ୍ର ସିବିଆଇକୁ ଦିଆଯାଇଛି । ଗତକାଲି ମାମଲାର ସିବିଆଇ…

ଦିଲ୍ଲୀ ମଦ ଦୁର୍ନୀତି: କବିତାଙ୍କୁ କୋର୍ଟରୁ ବଡ଼ ଝଟ୍‌କା, CBIକୁ ମିଳିଲା ରିମାଣ୍ଡ; ୩ ଦିନ କରିବ ପଚରାଉଚରା

କେ. କବିତାଙ୍କୁ ପୁଣି କୋର୍ଟରୁ ବଡ଼ ଝଟ୍‌କା ଲାଗିଛି । ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆର୍‌ଏସ୍‌ ନେତ୍ରୀ କବିତାଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ୩ ଦିନ ପାଇଁ ସିବିଆଇ ହେପାଜତକୁ ପଠାଇଛନ୍ତି । ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ…

ବାହାନଗା ଟ୍ରାଜେଡି: ୫ ଅଭିଯୁକ୍ତକୁ ନିଜ ହେପାଜତକୁ ନେଲା ସିବିଆଇ, ଅଜ୍ଞାତ ସ୍ଥାନରେ ଚାଲିଛି ଜେରା

ବାଲେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ CBIର ତନାଘନା । ଦୁର୍ଘଟଣାର ୧୦ ଦିନ ପରେ ଗତକାଲି ଆସିଷ୍ଟାଣ୍ଟ ଷ୍ଟେସନ୍‌ ମାଷ୍ଟରଙ୍କ ସମେତ ରେଳ ବିଭାଗର ୫ ଜଣଙ୍କୁ ଉଠାଇ ନେଇଛି CBI । ସମସ୍ତଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରିବା ସହ ସିଡିଆର ଯାଞ୍ଚ କରୁଥିବା ସୂଚନା…