Browsing Tag

chances

କ୍ୟାନ୍ସର ପରି ମାରାତ୍ମକ ରୋଗ ଆଶଙ୍କାକୁ କମ କରିପାରେ ଛତୁ

ଶରୀର ପାଇଁ ଛତୁ ଏକ ଅତ୍ୟନ୍ତ ହିତକାରୀ ଖାଦ୍ୟ । ଓଜନ କମ କରିବା ଠାରୁ ଆରମ୍ଭ କରି ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ପର୍ଯ୍ୟନ୍ତ ସବୁଥି ପାଇଁ ଛତୁ ଏକ ଉପାଦେୟ ଖାଦ୍ୟ ହୋଇଥାଏ । ଏହା ସହ ଏହା ପାଚନ ତନ୍ତ୍ରକୁ ମଧ୍ୟ ମଜବୁତ କରିଥାଏ । କିନ୍ତୁ ଆପଣ ଜାଣନ୍ତିକି ଏହା ବହୁ ଗମ୍ଭୀର ରୋଗ…