Below header
Browsing Tag

chandbali fire

ଭଦ୍ରକ: ଚାନ୍ଦବାଲି ନାନ୍ଦପୁର ଗାଁରେ ଅଗ୍ନିକାଣ୍ଡ, ୫ ବଖରା ଘର ସମେତ ଗୋରୁ ଗୁହାଳ ଓ ସମସ୍ତ ଆସବାପତ୍ର ପୋଡି ପାଉଁଶ

ଚାନ୍ଦବାଲି(କେନ୍ୟୁଜ୍): ଚାନ୍ଦବାଲି ତହସିଲ ଅଧିନ ନାନ୍ଦପୁର ଗାଁର ବାସୁଦେବ ଦାସଙ୍କ ଘରେ ରୋଷେଇ ଚାଲିଥିବା ବେଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ସମେତ ଗୋରୁ ଗୁହାଳ ଓ ସମସ୍ତ ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି। ନିଆଁର  ପ୍ରକୋପରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ…

ଚାନ୍ଦବାଲି ଶାସ୍ତ୍ରୀ ନଗରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧ ହଜାରରୁ ଉର୍ଦ୍ଧ୍ବ ଧାନ ବସ୍ତା ସହ ଲକ୍ଷାଧିକ ଟଙ୍କାର…

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହର ଶାସ୍ତ୍ରୀ ନଗରରେ ଥିବା ଏକ ଧାନ ଗୋଡାଉନ ଏବଂ ଗୋଟିଏ ସାନିଟାଇଜର ଗୋଡାଉନରେ ଭୟାବହ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳିଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ତେବେ ଧାନ ଗୋଡାଉନରେ ପାଖାପାଖି ୧ହଜାରରୁ ଉର୍ଦ୍ଧ୍ବ…