Browsing Tag

chandbali strike for cyclone affected area

ବାତ୍ୟାଞ୍ଚଳ ଘୋଷଣା ଦାବିରେ ଚାନ୍ଦବାଲିରେ ବିକ୍ଷୋଭ

ଚାନ୍ଦବାଲି (କେନ୍ୟୁଜ୍) : ବାତ୍ୟାଞ୍ଚଳ ଘୋଷଣା ଦାବିରେ ଶୋଭାଯାତ୍ରା। ଫନି ଦ୍ୱାରା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଅନେକ ଅଞ୍ଚଳରେ କ୍ଷୟକ୍ଷତି ଘଟିଛି। ଅନେକ ଗଛ ଉପୁଡ଼ିବା ସହ ଅନେକ ଘର ଭାଙ୍ଗିରୁଜି ଯାଇଛି। ସରକାରଙ୍କ ତରଫରୁ ମଧ୍ୟ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟ…