ବହୁ ଆଡମ୍ବରରେ ପ୍ରତିଷ୍ଠା ହେଲା ମା’ ଚଣ୍ଡିଙ୍କ ମନ୍ଦିର, ଜମିଲା ଭକ୍ତଙ୍କ ଭିଡ଼
ବହୁ ଆଡମ୍ବରରେ ପ୍ରତିଷ୍ଠା ହେଲା ମା' ଚଣ୍ଡିଙ୍କ ମନ୍ଦିର । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡକୁଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଲେରୀ ପାହାଡ଼ର ପାଦ ଦେଶରେ ଥିବା ନୂଆଗଡ ଗ୍ରାମରେ ମା'ଙ୍କ ଚଣ୍ଡୀ ମନ୍ଦିର ବହୁ ଧୂମଧାମରେ ପ୍ରତିଷ୍ଠା କରାଯାଇଛି । ଲୋକମାନଙ୍କର କହିବାନୁଯାୟୀ, ଶହ ଶହ ବର୍ଷ…