Below header
Browsing Tag

chandrama

ଚନ୍ଦ୍ରକୁ କାହିଁକି ମଥାରେ ଧାରଣ କରିଛନ୍ତି ଭଗବାନ ଶିବ, ଜାଣନ୍ତୁ କ’ଣ କହେ କିମ୍ବଦନ୍ତୀ

ଭଗବାନ ଶିବଙ୍କ ଜଟାରୁ ପବିତ୍ର ଗଙ୍ଗାର ନିର୍ମଳ ଧାରା ବହେ। ଗଳାରେ ନାଗ ଆଉ ମସ୍ତକରେ ଚନ୍ଦ୍ର ଶୋଭାପାଏ। ସେଥିପାଇଁ ତାଙ୍କୁ ଶଶିଧର ଓ ଚନ୍ଦ୍ରଚୁଡ ମଧ୍ୟ କୁହାଯାଏ। ହେଲେ ଆପଣ ଜାଣନ୍ତି କି ଶିବ କାହିଁକି ନିଜ ମସ୍ତକରେ ଚନ୍ଦ୍ରକୁ ଧାରଣ କରିଛନ୍ତି? ତେବେ ଆସନ୍ତୁ ଜାଣିବା ଏହା ପଛରେ ରହିଥିବା…