ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ iPHONE 17 ପାଇଁ କ୍ରେଜ, କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଧସ୍ତାଧସ୍ତି
ଆଇଫୋନ୍ ପାଇଁ ଗ୍ରାହକଙ୍କ ମଧ୍ୟରେ ଧସ୍ତାଧସ୍ତି । ସାରା ଦେଶରେ I-PHONE-17 ପାଇଁ କ୍ରେଜ୍ । ଆପେଲ୍ ଷ୍ଟୋର ବାହାରେ ଗ୍ରାହକଙ୍କ କ୍ରେଜ୍ । ସାରା ଦେଶରେ ଆଇଫୋନ୍ ର ନୂଆ ସିରିଜ୍ ପାଇଁ ଅଜବ ପ୍ରକାରର କ୍ରେଜ୍ ଦେଖିବାକୁ ମିଳିଛି ।
ଆପେଲର ନୂଆ ସିରିଜ I-PHONE ଫୋନ୍ 17 ପ୍ରୋ,…