ଖୋର୍ଦ୍ଧା: ଅବ୍ୟବସ୍ଥାରେ ଟାଙ୍ଗୀ ବାଳିକା ଉଚ୍ଚ ବିଦ୍ୟାଳୟ, ୨ଶହ ପିଲାଙ୍କ ପାଇଁ ଅଛନ୍ତିି ୫ଜଣ ଶିକ୍ଷକ

ଅବ୍ୟବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବାଳିକା ଉଚ୍ଚ ବିଦ୍ୟାଳୟ । ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ମୋଟ ୨ଶହ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏଥିପାଇଁ ଅଛନ୍ତି ମୋଟ ୫ଜଣ ଶିକ୍ଷକ । ବିଦ୍ୟାଳୟରେ ଛାତ୍ରଛାତ୍ରଙ୍କ ତୁଳନାରେ ପାଠ ପଢିବା ପାଇଁ ଆବଶ୍ୟକୀୟ ପରିମାଣର ଶ୍ରେଣୀଗୃହ ନାହିଁ । ଫଳରେ ବିଜ୍ଞାନଗାର ଓ ଲାଇବ୍ରେରୀରେ ପିଲାଙ୍କୁ ବସାଇ ପାଠ ପଢାଯାଉଛି । ଶ୍ରେଣୀଗୃହ ଅଭାବରୁ ପିଲାଙ୍କୁ ଶିକ୍ଷାଦାନରେ ବାଧା ଉପୁଜୁଛି । ସ୍କୁଲର ସମସ୍ୟା ସମ୍ପର୍କରେ ବାରମ୍ବାର ସରକାର ଓ ଶିକ୍ଷା ବିଭାଗକୁ ଅଭିଯୋଗ କରାଯାଇଛି । ହେଲେ ଏଥିପ୍ରତି କାହାର ଦୃଷ୍ଟି ପଡୁନି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.