Below header
Browsing Tag

Chaudwar

ରୋଷେଇ ଘରୁ ଉଦ୍ଧାର ହେଲା ୧୨ ଫୁଟିଆ ବିରଳ ଅହିରାଜ ସାପ

ଚୌଦ୍ବାର (କେନ୍ୟୁଜ): ରୋଷେଇ ଘରେ ସାପ । ଚୌଦ୍ବାରରୁ ୧୨ ଫୁଟର ବିରଳ ଅହିରାଜ ସାପ ଉଦ୍ଧାର । କଟକ ବନଖଣ୍ଡ ବଇରି ରେଞ୍ଜ ମଙ୍ଗରାଜପୁର ବନାଞ୍ଚଳ ଗହଣ୍ଡା ଆଦିବାସୀ ବସ୍ତିରେ ଅହିରାଜକୁ ଉଦ୍ଧାର କରାଯାଇଛି । ଖାଦ୍ୟ ଅନ୍ବେଷଣରେ ସାପଟି ଗାଁ ମୁଖା ହୋଇଥିବା ବେଳେ ଭୟଭୀତ ହୋଇଥିଲେ ଗ୍ରାମବାସୀ ।…

ପୁଅ ବାହାଘର ପାଇଁ ଗୁଆ ଦେବା ପାଇଁ ଯାଉଥିଲେ, ବସ୍ ଧକ୍କାରେ ବାପା ମୃତ

ଚୌଦ୍ୱାର (କେନ୍ୟୁଜ): ଆଉ ଦିନ କେଇଟା ଯାଇଥିଲେ ପୁଅ ବାହାଘର ହୋଇଥାନ୍ତା । ହେଲେ ବିଧିର ବିଧାନ କିଛି ଥିଲା ଅଲଗା । ପୁଅର ବାହାଘର ଦେଖିବା ଆଗରୁ ଦୁର୍ଘଟଣା ପ୍ରାଣ ହରାଇଲା ବାପା ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ପୁରୂଣା ଟୋଲ ଗେଟ ନିକଟରେ।…

ଚୌଦ୍ୱାର : ବାଲିଘାଟକୁ କେନ୍ଦ୍ର କରି ଆକ୍ରମଣ, ଜଣେ ମୃତ

ଚୌଦ୍ୱାର (କେନ୍ୟୁଜ): କଟକ ଜିଲ୍ଲା ଟାଙ୍କୀ ଥାନା ଗୋଵିନ୍ଦି ପୁର ଛକରେ ବିଭତ୍ସ ହତ୍ଯାକାଣ୍ଡ। ରସିକନଗର ସ୍ତିତ ବିରୁପା ନଦୀ ପଠାରୁ ଚୋରା ବାଲି ଚାଲଣକୁ ନେଇ ଏଭଳି ଘଟଣା ଘଟିଥିବାର ଜଣାପଡିଛି। ଏଥିରେ ଧାରୁଅସ୍ତ୍ରରେ ୨ ଜଣକୁଙ୍କୁ ଆକ୍ରମଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଏକ…