ଚୌଦ୍ୱାର : ବାଲିଘାଟକୁ କେନ୍ଦ୍ର କରି ଆକ୍ରମଣ, ଜଣେ ମୃତ

ଚୌଦ୍ୱାର (କେନ୍ୟୁଜ): କଟକ ଜିଲ୍ଲା ଟାଙ୍କୀ ଥାନା ଗୋଵିନ୍ଦି ପୁର ଛକରେ ବିଭତ୍ସ ହତ୍ଯାକାଣ୍ଡ। ରସିକନଗର ସ୍ତିତ ବିରୁପା ନଦୀ ପଠାରୁ ଚୋରା ବାଲି ଚାଲଣକୁ ନେଇ ଏଭଳି ଘଟଣା ଘଟିଥିବାର ଜଣାପଡିଛି। ଏଥିରେ ଧାରୁଅସ୍ତ୍ରରେ ୨ ଜଣକୁଙ୍କୁ ଆକ୍ରମଣ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଏକ ଵୋଲୋରରେ ୫ ଜଣରୁ ଅଧିକ ଯୁବକ ଆସି ଆକ୍ରମଣ କରିଥିଲେ। ଘଟଣା ସ୍ତଳରେ ହାପି ମହାନ୍ତି ନାମକ ଯୁବକ ମୃତ୍ୟୁ ଘଟିଥିବା ଵେଳେ ଜଣେ ଗୁରୁତର ଅବସ୍ତାରେ କଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ଗୋବିନ୍ଦପୁରରେ ପୁଲିସ ଫୋସ ମୁତୟନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.