Below header
Browsing Tag

cheating case on sonakshi sinha

ଗିରଫ ହେବେ ସୋନାକ୍ଷୀ ସିହ୍ନା! ଦବଙ୍ଗ ଗାର୍ଲଙ୍କ ବିରୋଧରେ ଜାମିନ୍‌ବିହୀନ ଓ୍ଵାରେଣ୍ଟ ଜାରି କଲେ କୋର୍ଟ

ବନ୍ଧା ହୋଇପାରନ୍ତି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା। ତାଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି ହୋଇଛି। ଏକ ଠକେଇ ମାମଲାରେ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ଜାମିନ୍‌ ବିହୀନ ପରଓ୍ଵାନା ବା ନନ୍‌ ବେଲେବଲ ଓ୍ଵାରେଣ୍ଟ ଜାରି ହୋଇଛି। ଫଳରେ ଆଇନ୍‌ ଜାଲରେ ଫସିଯାଇଛନ୍ତି ଏହି ଅଭିନେତ୍ରୀ। ସୋନାକ୍ଷୀଙ୍କ…

ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ଠକେଇ ଅଭିଯୋଗ

ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ଠକେଇ ଅଭିଯୋଗ। ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ପକ୍ଷରୁ ପୋଲିସରେ ଏ ନେଇ ମାମଲା ଦାୟର ହୋଇଛି। ଟଙ୍କା ନେଇ ଶୋରେ ନ ପହଞ୍ଚିବା ଓ ଧମକାଇବା ଭଳି ଅଭିଯୋଗ ରହିଛି ସୋନାକ୍ଷୀଙ୍କ ନାଁରେ। ସୋନାକ୍ଷୀ ସିହ୍ନା, ତାଙ୍କ ମ୍ୟାନେଜରଙ୍କ ସମେତ…